ETV Bharat / sitara

ସୁଶାନ୍ତଙ୍କୁ ମନେ ପକାଇଲେ ଭୂମି

author img

By

Published : Mar 2, 2021, 2:02 PM IST

ଭାଇରାଲ ହେଲା ଭୂମିଙ୍କ ଇନଷ୍ଟାଗ୍ରାମ ଷ୍ଟୋରି । ‘ସୋନଚିରୈୟା’ ରିଲିଜକୁ ଦୁଇ ବର୍ଷ ପୂରଣ ଅବସରରେ ସେୟାର କଲେ ଫିଲ୍ମ ସେଟରୁ ଅନେକ ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଭୂମି ପେଡନେକ ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ସୋନଚିରୈୟା’ ରିଲିଜକୁ ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ମନେ ପାଇ ଭାବବିହ୍ବଳ ହୋଇଯାଇଛି ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଫିଲ୍ମର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତଙ୍କ ସହ ଫିଲ୍ମର କିଛି କଳାକାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ସୋନଚିରୈୟାରେ ମୋର ଯାତ୍ରା । ଜଣେ ମଣିଷ ରୂପେ ଏହି ଫିଲ୍ମ ମୋ ଜୀବନକୁ ବଦଲାଇ ଦେଇଛି। ସେ ମତେ ସାହାସୀ କରିବା ସହ ମଜବୁତ କରିଛନ୍ତି । ମତେ ବାହଦୂର କରିବା ସହ ନିସ୍ବାର୍ଥପର କରିବାରେ ସଫଳ । ଫଟୋ ଜରିଆରେ ଆପଣ ମଧ୍ୟ ଜାଣିଯିବେ ଏମିତି ମୁଁ କାହିଁକି କହୁଛି ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର

ଭାଇରାଲ ହୋଇଥିବା ଫଟୋରେ ସୁଶାନ୍ତଙ୍କ ପାଖରେ ବସିଥିବାର ନଜର ଆସୁଛନ୍ତି ଭୂମି । ସେପଟେ ଫ୍ୟାନ୍ସ ମଧ୍ୟ ଫଟୋରେ କମେଣ୍ଟ କରି ଇମୋଶନାଲ ହୋଇପଡିଛନ୍ତି । ପ୍ରକାଶ ଥାଉକି 2019ରେ ରିଲିଜ ହୋଇଥିଲା ‘ସୋନଚିରୈୟା’ । ଫିଲ୍ମର କାହାଣୀ ଚମ୍ବଲର ଡକୟାତଙ୍କୁ ନେଇ ଆଧାରିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.