ETV Bharat / sitara

କୋରୋନାରୁ ଜନତାଙ୍କୁ ବଞ୍ଚାଇବା ପାଇଁ ଶେଫାଳିଙ୍କ ଭୟାନକ ପ୍ରୟାସ - ଶେଫାଳି ଶାହ ଭୟାନକ ଅନ୍ଦାଜ

ଅନେକ ସେଲିବ୍ରିଟିଙ୍କ ପରେ ଏବେ ଟେଲି ଜଗତର ଫେମସ ଅଭିନେତ୍ରୀ ଭିଡିଓ ସେୟାର କରି ଜନସାଧାରଣଙ୍କୁ କଲେ ଅନୁରୋଧ । ଦେଖନ୍ତୁ ଭିଡିଓ...

shefali shah
ଡିଜାଇନ ଫଟୋ
author img

By

Published : Mar 26, 2020, 12:44 PM IST

ମୁମ୍ବାଇ: ପୁରା ବିଶ୍ବରେ କୋରୋନା ଭାଇରସ ଆତଙ୍କ। ଯାହାକୁ ନେଇ ଭୟଭୀତ ଜନସାଧାରଣ। ଏହି ମହାମାରୀରୁ ବଞ୍ଚିବା ପାଇଁ ସବୁ ଦେଶରେ ଅନେକ ପ୍ରୟାସ କରାଯାଉଛି। ଏଯାବତ ଏହି ଭାଇରସ ପାଇଁ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। କେବଳ ୟୁରୋପ ଦେଶରେ 7,411 ଲୋକଙ୍କ ମୃ୍ତ୍ୟୁ ହୋଇଛି। ଆଉ 1 ଲକ୍ଷ 35 ହଜାର ସଂକ୍ରମିତ ଲୋକଙ୍କ ଚିକିତ୍ସା ଚାଲିଛି।

ସେହିପରି ଭାରତରେ ମଧ୍ୟ ଏହି ଭାଇରସକୁ ଶେଷ କରିବା ଅନେକ ଚେଷ୍ଟା ଚାଲିଛି। ବର୍ତ୍ତମାନ ଦେଶକୁ ଲକଡାଉନ ରଖାଯାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ଛୋଟ ପରଦାରୁ ନେଇ ବଡ ପରଦା ସେଲିବ୍ରିଟି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ବାର୍ତ୍ତା ଦେବାରେ ଲାଗିଛନ୍ତି ।

ଏବେ ଛୋଟ ପରଦାର ଫେମସ ଅଭିନେତ୍ରୀ ଶେଫାଳି ଶାହଙ୍କ ଭୟାନକ ଅନ୍ଦାଜରେ ଲୋକଙ୍କୁ କୋରୋନା ଭାଇରସରୁ ବଞ୍ଚିବାର ପରାର୍ମଶ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଭିଡିଓରେ ତାଙ୍କ ଚେହେରା ପୁରା ପ୍ଲାଷ୍ଟିକରେ କଭର ହୋଇଥିବାର ଦେଖାଯାଉଛି । ପ୍ଲାଷ୍ଟିକ ପିନ୍ଧି ସେ କିପରି କୋରୋନାରେ ଆକ୍ରାନ୍ତ ହେଲେ ଲାଗେ ତାହା ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଆଉ ଘରେ ରହିବାକୁ ଅନୁରୋଧ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.