କୋରୋନା ପ୍ରଭାବିତଙ୍କ ପାଇଁ 7 ଲକ୍ଷ ଟଙ୍କା ସଂଗ୍ରହ କଲେ ବୀର - 200 ଡାକ୍ତର ଏବଂ ନର୍ସଙ୍କ ମନୋରଞ୍ଜନ କରୁଛନ୍ତି ବୀର ଦାସ
ଡାକ୍ତର ଓ ନର୍ସଙ୍କୁ ହସାଇବା ସହ ଚ୍ୟାରେଟି ପାଇଁ ଟଙ୍କା ସଂଗ୍ରହ କରିବାରେ ଲାଗିଛନ୍ତି ବୀର । ଏଯାବତ 7 ଲକ୍ଷ ଟଙ୍କା ସଂଗ୍ରହ କରିସାରିଲେଣି। ଅଧିକ ପଢନ୍ତୁ...
ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ ତଥା ଅଭିନେତା ବୀର ଦାସ ସୋମବାର ଘୋଷଣା କରିଛନ୍ତି ଯେ ସପ୍ତାହକ ମଧ୍ୟରେ 200 ଡାକ୍ତର ଏବଂ ନର୍ସଙ୍କ ମନୋରଞ୍ଜନ ବ୍ୟତୀତ ସେ ଦାନ ପାଇଁ ପ୍ରାୟ 7 ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି । କୋରୋନା ମହାମାରୀ ସହ ଲଢୁଥିବା ଯୋଦ୍ଧା ପାଇଁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି ।
- s="instagram-media" data-instgrm-captioned data-instgrm-permalink="https://www.instagram.com/p/COU0tqphPyC/?utm_source=ig_embed&utm_campaign=loading" data-instgrm-version="13" style=" background:#FFF; border:0; border-radius:3px; box-shadow:0 0 1px 0 rgba(0,0,0,0.5),0 1px 10px 0 rgba(0,0,0,0.15); margin: 1px; max-width:540px; min-width:326px; padding:0; width:99.375%; width:-webkit-calc(100% - 2px); width:calc(100% - 2px);"> " class="align-text-top noRightClick twitterSection" data="
s="instagram-media" data-instgrm-captioned data-instgrm-permalink="https://www.instagram.com/p/COU0tqphPyC/?utm_source=ig_embed&utm_campaign=loading" data-instgrm-version="13" style=" background:#FFF; border:0; border-radius:3px; box-shadow:0 0 1px 0 rgba(0,0,0,0.5),0 1px 10px 0 rgba(0,0,0,0.15); margin: 1px; max-width:540px; min-width:326px; padding:0; width:99.375%; width:-webkit-calc(100% - 2px); width:calc(100% - 2px);"> ">
s="instagram-media" data-instgrm-captioned data-instgrm-permalink="https://www.instagram.com/p/COU0tqphPyC/?utm_source=ig_embed&utm_campaign=loading" data-instgrm-version="13" style=" background:#FFF; border:0; border-radius:3px; box-shadow:0 0 1px 0 rgba(0,0,0,0.5),0 1px 10px 0 rgba(0,0,0,0.15); margin: 1px; max-width:540px; min-width:326px; padding:0; width:99.375%; width:-webkit-calc(100% - 2px); width:calc(100% - 2px);">
ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ଏହି ଘୋଷଣା କରି ବହୁତ ଖୁସି ଅନୁଭବ ହେଉଛି ଯେ ଏହି ସପ୍ତାହରେ ଆମେ ଆମର ଚ୍ୟାରେଟି ପାଇଁ 7 ଲକ୍ଷ ଟଙ୍କା ସଂଗ୍ରହ କରିଛୁ। ଆଉ 200 ଡାକ୍ତର ଏବଂ ନର୍ସଙ୍କୁ ହସାଇବାରେ ସଫଳ ମଧ୍ୟ ହୋଇପାରିଛୁ । ଟିକେଟ୍ କିଣିଥିବା ସମସ୍ତଙ୍କୁ ଧନ୍ୟବାଦ । ଆମେ ନିଶ୍ଚିତ କରିବୁ ଯେ ଟଙ୍କା ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବ।’
ଗତ ମାସରେ ସେ ସମସ୍ତଙ୍କୁ ଜଣାଇଥିଲେ ଯେ କୋରୋନା ସହ ଦିନରାତି ଲଢି ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତର ଓ ନର୍ସଙ୍କ ପାଇଁ କିଛି ମନୋରଞ୍ଜନ କରିବା ସହ ଚ୍ୟାରେଟି ବ୍ୟବସ୍ଥା କରିବେ ।
ପ୍ରକାଶ ଥାଉକି ବୀରଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବାରେ କ୍ରମାଗତ ଭାବେ ଲାଗିଛନ୍ତି । ସୋନୁ ସୁଦଙ୍କ ଠୁ ନେଇ ବରୁଣ ଧୱନ ନିଜ ନିଜ ଅନୁଯାୟୀ ସମସ୍ତଙ୍କୁ ସହଯୋଗର ହାତ ବଢାଉଥିବାର ନଜର ଆସୁଛନ୍ତି ।