ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ପାଇଁ ବର୍ତ୍ତମାନ ରଦସ୍ୟ ସାଜିଛି । ଯାହାକୁ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ସମସ୍ତେ । ଏମିତି ପରିସ୍ଥିତିରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ସୁଶାନ୍ତଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରୁଥିବା ସେଲିବ୍ରିଟିଙ୍କୁ ନେଇ କିଛି ଷ୍ଟାର୍ସ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
-
My apology to #sushant on behalf of the entire industry and a humble request to my industry folks!! pic.twitter.com/PJHhet6V6I
— meera chopra (@MeerraChopra) June 15, 2020 " class="align-text-top noRightClick twitterSection" data="
">My apology to #sushant on behalf of the entire industry and a humble request to my industry folks!! pic.twitter.com/PJHhet6V6I
— meera chopra (@MeerraChopra) June 15, 2020My apology to #sushant on behalf of the entire industry and a humble request to my industry folks!! pic.twitter.com/PJHhet6V6I
— meera chopra (@MeerraChopra) June 15, 2020
କାରଣ ସୁଶାନ୍ତ କୌଣସି ଷ୍ଟାରକିଡ ନଥିଲେ । ସେ ଜଣେ ସାଧାରଣ ଅଭିନେତା ଥିଲେ ଯିଏ ନିଜ ଦମଦାର ଅଭିନୟ ଜରିଆରେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଥିଲେ । ଅନ୍ୟପଟେ ତାଙ୍କ ସୁପରହିଟ୍ ଫିଲ୍ମ ‘ଏମଏସ ଧୋନି’ ନିର୍ଦ୍ଦେଶକ ଅରୁଣ ପାଣ୍ଡେ ତାଙ୍କ ମୃତ୍ୟୁ ଉପରେ ଏକ ସାକ୍ଷାତକାରରେ ଆଲୋଚନା କରିଛନ୍ତି ।
-
At times our movie industry's hypocrisy gets to me. High &mighty announcing they shud ve kept in touch wth Sushant..
— Nikhil Dwivedi (@Nikhil_Dwivedi) June 14, 2020 " class="align-text-top noRightClick twitterSection" data="
Cmon u didn't! &thts coz his career dipped. So STFU! R u in touch with Imran Khan, Abhay Deol &others? No!
But u were, whn they were doing well#SushantSinghRajput
">At times our movie industry's hypocrisy gets to me. High &mighty announcing they shud ve kept in touch wth Sushant..
— Nikhil Dwivedi (@Nikhil_Dwivedi) June 14, 2020
Cmon u didn't! &thts coz his career dipped. So STFU! R u in touch with Imran Khan, Abhay Deol &others? No!
But u were, whn they were doing well#SushantSinghRajputAt times our movie industry's hypocrisy gets to me. High &mighty announcing they shud ve kept in touch wth Sushant..
— Nikhil Dwivedi (@Nikhil_Dwivedi) June 14, 2020
Cmon u didn't! &thts coz his career dipped. So STFU! R u in touch with Imran Khan, Abhay Deol &others? No!
But u were, whn they were doing well#SushantSinghRajput
ସେ କହିଛନ୍ତି ସୁଶାନ୍ତ ଜଣେ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତି ଥିଲେ ସେ ଅନୁଭବ କରିଥିଲେ ଯେ ସେ ଏଯାବତ ବଲିଉଡର ଅଂଶ ହୋଇପାରିନାହାଁନ୍ତି । ଏହାର ଅଂଶ ହେବା ପାଇଁ ତାଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ ।
ଅରୁଣଙ୍କ ବ୍ୟତୀତ ଅଭିନେତା ନିଖିଲ ଦ୍ବିବେଦୀ ଓ ଅଭିନେତ୍ରୀ ମୀରା ଚୋପ୍ରା ବଲିଉଡକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ କଜନ ମୀର ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ବଲିଉଡର କଳା ସତକୁ ସାମ୍ନାକୁ ଆଣିଛନ୍ତି ।
ସେ ପୋଷ୍ଟରେ ଲେଖିଛନ୍ତି, ‘ଆମେ ଏକ ଏମିତି ଇଣ୍ଡଷ୍ଟ୍ରିରେ କାମ କରୁଛୁ ଯାହା ନିଷ୍ଠୁର । ଆମ ସମସ୍ତଙ୍କୁ ଦୀର୍ଘ ସମୟରୁ ଜଣାଥିଲା ଯେ ସୁଶାନ୍ତ ଚିନ୍ତିତ ଅଛନ୍ତି । ହେଲେ କେହି ମଧ୍ୟ ତାଙ୍କୁ ସାହାଯ୍ୟ କରିନଥିଲେ । ତାଙ୍କର ସାଙ୍ଗ ଓ ଘନିଷ୍ଠ ବନ୍ଧୁମାନେ କେଉଁଠାରେ ଅଛନ୍ତି । କାହିଁକି ତାଙ୍କୁ କେହି ସାହାଯ୍ୟ କଲେ ନାହିଁ । କାହିଁକି ଭଲ ପାଇବା ଦେଲେ ନାହିଁ । ତାଙ୍କୁ ସେହି କାମ ମଧ୍ୟ ମିଳିନଥିଲା ଯାହା ସେ ଚାହଁଥିଲେ । କାରଣ ତାଙ୍କ ବିଷୟରେ କେହି ଚିନ୍ତା କଲେ ନାହିଁ । ମତେ କହିବାକୁ ପଡିବ ଯେ ଏଠାରେ ତୁମର ସମସ୍ୟା ବିଷୟରେ କେହି ଚିନ୍ତା କରନ୍ତି ନାହିଁ ।’ ସେହିପରି ସେ ପୋଷ୍ଟରେ ସୁଶାନ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।
ନିଖିଲ ମଧ୍ୟ ପୋଷ୍ଟରେ ଲେଖିଛନ୍ତି, ‘ଇଣ୍ଡଷ୍ଟ୍ରିର ଦୁଇଟି ମୁହଁ ଦେଖି ମୁଁ ଅନେକଥର ବିରକ୍ତ ହୋଇଛି । ମହାନ ଲୋକେ କହୁଛନ୍ତି ସେମାନଙ୍କୁ ସୁଶାନ୍ତଙ୍କ ସହ ଯୋଗାଯୋଗ କରିବାର ଥିଲା । ଏମିତି କହିବାର ଏବେ କିଛି ଆବଶ୍ୟକ ନାହିଁ । ଦୟା କରି ସେହି ମହାନ ଲୋକେ ନିଜ ମୁହଁ ବନ୍ଦ ରଖନ୍ତୁ । ତୁମେମାନେ କଣ ଇମରାନ ଖାନ ଓ ଅଭୟ ଦେଓଲ କିମ୍ବା ଅନ୍ୟ କଳାକାରଙ୍କ ସମ୍ପର୍କରେ ଅଛ । ନାହଁ, କାରଣ ଯିଏ କ୍ୟାରିୟରେ ସଫଳତା ପାଇଛି ତେବେ ତୁମେମାନେ ତାଙ୍କ ସମ୍ପର୍କରେ ରୁହ କ୍ୟାରିୟରରେ ଅସଫଳ ଷ୍ଟାର୍ସଙ୍କ ସହ ନୁହେଁ । ’