ETV Bharat / sitara

ବିଳମ୍ବିତ ରାତିରେ ଲୋକଙ୍କୁ ବେଡ୍ ଯୋଗାଇଲେ ସୋନୁ

author img

By

Published : May 3, 2021, 12:27 PM IST

ଗତ ବର୍ଷରୁ କ୍ରମାଗତ ଭାବେ ଦେଶବାସୀଙ୍କ ସେବା ଯୋଗାଇ ଆସୁଛନ୍ତି ସୋନୁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: ଦେଶରେ କୋରୋନାର ତାଣ୍ଡବ ହେତୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଲୋକଙ୍କୁ ହସ୍ପିଟାଲରେ ବେଡ୍ କିମ୍ବା ଅକ୍ସିଜେନ ମିଳୁନାହିଁ । ହେଲେ ଦେବଦୂତ ସାଜି ଗତ ବର୍ଷରୁ କ୍ରମାଗତ ଭାବେ ଦେଶବାସୀଙ୍କ ସେବା କରିଆସୁଛନ୍ତି ଲୋକପ୍ରିୟ ଅଭିନେତା ସୋନୁ ସୁଦ । ସେ ସମସ୍ତଙ୍କୁ ସହଯୋଗର ହାତ ବଢାଉଛନ୍ତି । ଇତିମଧ୍ୟରେ ସେ ପୁଣିଥରେ ସାବ୍ୟସ୍ତ କରିଛନ୍ତି ଯେ ମାନବ ସେବା ହିଁ ଈଶ୍ବର ସେବା ବୋଲି।

  • मथुरा में अस्पताल बेड का इंतजाम हो गया है।
    कोई अनाथ नहीं होगा।
    जल्दी मिलते हैं आपके ठीक होते ही। @dmmathura7512 @SKV11
    ,@SoodFoundation https://t.co/I3vjUPcbKQ

    — sonu sood (@SonuSood) May 2, 2021 " class="align-text-top noRightClick twitterSection" data=" ">

ଆଜ୍ଞା ହଁ, ରବିବାର ବିଳମ୍ବିତ ରାତିରେ ଡେରାଡୁନରେ 37 ବର୍ଷିୟ ସବା ହୁସେନ୍ ମଧ୍ୟ ସୋନୁଙ୍କ ସାହାଯ୍ୟରେ ଅମ୍ଳଜାନ ଶଯ୍ୟା ପାଇଛନ୍ତି। ମଥୁରାର 2 ପିଲାଙ୍କ ପିତାଙ୍କୁ ଏକ ଶଯ୍ୟାର ଆବଶ୍ୟକ ଥିଲା । ତାଙ୍କୁ ସାହାଯ୍ୟ କରିବାକୁ ଯାଇ ଜଣେ ବ୍ୟକ୍ତି ଏକ ଟ୍ବିଟରେ ଲେଖିଥିଲେ, ‘ଯଦି ମଥୁରାରେ କେହି ଅଛ, ତେବେ ପିଲାଙ୍କୁ ଅନାଥ ହେବାକୁ ଦିଅନାହିଁ ।’

ସେପଟେ ସୋନୁଙ୍କ ନଜର ଟ୍ବିଟ ଉପରେ ପଡିବା ମାତ୍ରେ ତାଙ୍କ ଟିମ ସଙ୍ଗେ ସଙ୍ଗେ ସାହାଯ୍ୟ କରିବାକୁ ବାହାରି ପଡିଥିଲେ । ଆଉ ସାହାଯ୍ୟ କରିସାରିବା ପରେ ସୋନୁ ଟ୍ବିଟ କରି ଲେଖିଥିଲେ, ‘ମଥୁରାରେ ହସ୍ପିଟାଲ ବେଡ୍ ବ୍ୟବସ୍ଥା କରାଯାଇଛି । କେହି ଅନାଥ ହେବ ନାହିଁ। ସୁସ୍ଥ ହୁଏ । ପରେ ଦେଖା ହେବ । ବେଳେ ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ବି ଭଲ କାମ ଦିଏ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.