ETV Bharat / sitara

ଲଦାଖକୁ ମିସ୍ କରୁଛନ୍ତି ମିଲିନ୍ଦ

author img

By

Published : Jun 23, 2021, 8:16 AM IST

କୋରୋନା ସଙ୍କଟ ମଧ୍ୟରେ ମିଲିନ୍ଦଙ୍କୁ ମନେ ପଡିଲା ଲଦାଖ କଥା । କହିଲେ ଖୁବଶୀଘ୍ର କରିବି ଯାତ୍ରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ଫେମସ ଆକ୍ଟର ତଥା ମଡେଲ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ୱାର୍କଆଉଟ ଭିଡିଓ, ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଫିଟ ରହିବାକୁ ଉତ୍ସାହିତ କରନ୍ତି । ହେଲେ ଇତିମଧ୍ୟରେ ତାଙ୍କୁ ଚିନ୍ତାରେ ପକାଇଛି ଏକ ସ୍ଥାନ । ଯେଉଁ ସ୍ଥାନକୁ ବର୍ତ୍ତମାନ ମିସ୍ କରୁଛନ୍ତି ସେ । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।

ସେ ମଙ୍ଗଳବାର ନିଜର ଏକ ସେଲ୍ଫି ଫଟୋ ପୋଷ୍ଟ କରି ଲଦାଖକୁ ମିସ୍ କରୁଥିବା କଥା ଜଣାଇଛନ୍ତି । କାରଣ କୋଭିଡ ମହାମାରୀ ସଙ୍କଟ ପାଇଁ ସେ ଯାତ୍ରା କରିବାକୁ ଅସମର୍ଥ । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ମିସ୍ କରୁଛି ଲଦାଖର ହାଇ ହିଲ୍ସ । ଯାହା ମୋ ଫେଭରେଟ ସ୍ଥାନ ମଧ୍ୟରୁ ଅନ୍ୟତମ । ସବୁ ଜିନିଷ ସାମାନ୍ୟ ହେଲା ପରି ଲାଗୁଛି, ବୋଧହୁଏ ଶୀଘ୍ର ଯାତ୍ରା କରିବି । ଏହା ପ୍ରଥମ ସ୍ଥାନ ହେବ ଯେଉଁଠିକୁ ମୁଁ ବୁଲିବାକୁ ଯିବି ।’

ଖାଲି ଏତିକି ନୁହେଁ ସେ ଏହି ପୋଷ୍ଟରେ ଲଦାଖର ଖାଦ୍ୟ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.