ETV Bharat / sitara

ମହଙ୍ଗା ପଡିଲା Drunk Driving, ଅଭିନେତ୍ରୀ କାବ୍ୟା ଥାପରଙ୍କୁ ବାନ୍ଧିଲା ପୋଲିସ - ଅଭିନେତ୍ରୀ କାବ୍ୟା ଥାପର

ଅଭିନେତ୍ରୀ କାବ୍ୟା ଥାପରଙ୍କୁ ଜୁହୁ ପୋଲିସ ଗିରଫ (Kavya Thapar arrested) କରିଛି । ସେ ମଦ୍ୟପାନ କରି ଗାଡି ଚଳାଇବା ଏବଂ ଡ୍ୟୁଟିରେ ଥିବା ଅଧିକାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

ଅଭିନେତ୍ରୀ କାବ୍ୟା ଥାପରଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

author img

By

Published : Feb 19, 2022, 9:45 AM IST

ହାଇଦ୍ରାବାଦ: ଅଭିନେତ୍ରୀ କାବ୍ୟା ଥାପରଙ୍କୁ ଜୁହୁ ପୋଲିସ ଗିରଫ (Kavya Thapar arrested) କରିଛି । ସେ ମଦ୍ୟପାନ କରି ଗାଡି ଚଳାଇବା ଏବଂ ଡ୍ୟୁଟିରେ ଥିବା ଅଧିକାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ବର୍ତ୍ତମାନ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ହୋଟେଲରୁ ବାହାରିବା ପରେ କାବ୍ୟା ଏକ କାରକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କାବ୍ୟା ଥାପର ମଦ୍ୟପାନ କରିଥିଲେ ଏବଂ ଦୁର୍ଘଟଣା ଘଟାଇଥିଲେ । ଏହି କାର ଦୁର୍ଘଟଣା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । 26 ବର୍ଷୀୟ ଅଭିନେତ୍ରୀ କାବ୍ୟା ଥାପର ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି । ମୁମ୍ବାଇରେ ତାଙ୍କର ଅଧ୍ୟୟନ ସରିବା ପରେ ସେ ଶୋବିଜରେ ଆସିଥିଲେ।

  • Maharashtra | Actress Kavya Thapar was arrested & sent to judicial custody, on charges of engaging in a scuffle & using abusive language with the police, after she hit a car & injured a person under the influence of alcohol, yesterday morning: Juhu Police

    — ANI (@ANI) February 18, 2022 " class="align-text-top noRightClick twitterSection" data=" ">

କାବ୍ୟା ଥାପର ଫିଲ୍ମ ତତ୍କାଳରେ ଡେବ୍ୟୁ କରିଥିଲେ । ଏହା ଏକ ସର୍ଟ ଫିଲ୍ମ ଅଟେ । ଏବା ପରେ ସେ ତେଲୁଗୁ ଚଳଚ୍ଚିତ୍ର Ee Ee Maya Peremito ରେ ନଜର ଆସିଥିଲେ । କାବ୍ୟା ଥାପର ସୋସିଆଲ ମିଡିଆରେ ସକ୍ରିୟ । ସେ ସବୁବେଳେ ତାଙ୍କର ହଟ ଏବଂ ବୋଲ୍ଡ ଫଟୋ ସେୟାର କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.