ETV Bharat / sitara

ଆରପାରିରେ ହକି କିମ୍ବଦନ୍ତୀ ବଲବୀର ସିଂ, ଭାବବିହ୍ବଳ ଖିଲାଡି

author img

By

Published : May 25, 2020, 1:39 PM IST

ଟ୍ବିଟ୍‌ କରି ବଲବୀର ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ଅକ୍ଷୟ କୁମାର। ନିକଟରେ ତାଙ୍କୁ କରିଥିଲେ ସାକ୍ଷାତ...

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ପୂର୍ବତନ ହକି ଖେଳାଳି ବଲବୀର ସିଂଙ୍କ ଦେହାନ୍ତରେ ସୁପରଷ୍ଟାର ଅକ୍ଷୟ କୁମାର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେରେ ସେୟାର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଚମତ୍କାର ବ୍ୟକ୍ତିତ୍ବର ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି।

ଅକ୍ଷୟ ଟ୍ବିଟରେ ଲେଖିଛନ୍ତି, ‘ହକି କିମ୍ବଦନ୍ତୀ ବଲବୀର ସିଂଙ୍କର ନିଧନ ବିଷୟରେ ଶୁଣି ମୁଁ ଦୁଃଖିତ। ତାଙ୍କୁ କିଛି ଦିନ ପୂର୍ବରୁ ସାକ୍ଷାତ କରିବାର ଭାଗ୍ୟ ମିଳିଥିଲା। ଏଭଳି ଚମତ୍କାର ବ୍ୟକ୍ତିତ୍ବଙ୍କ ସହ। ତାଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ପ୍ରକାଶ ଥାଉକି, ନିମୋନିଆ ଏବଂ ଜ୍ବର ହେତୁ ବଲବୀରଙ୍କୁ ମୋହାଲି ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ତିନିଥର ହୃଦଘାତ ହୋଇଥିଲା। ଏହା ପରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ମେ 18ରେ ସେ କୋମାରେ ଚାଲିଯାଇଥିଲେ। ସୋମବାର ସକାଳ ପ୍ରାୟ 6.30 ମିନିଟ୍‌ରେ ସେ ଶେଷ ନିଶ୍ବସ ତ୍ୟାଗ କରିଥିଲେ। 95 ବର୍ଷରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.