ETV Bharat / sitara

ସ୍ତ୍ରୀଙ୍କ ଏକ୍ସଙ୍କୁ ଆଲିଙ୍ଗନ କଲେ ଅଭିଷେକ - ବିବେକଙ୍କୁ ଆଲିଙ୍ଗନ

ମିଡିଆ ସାମ୍ନାରେ ବିବେକଙ୍କୁ ଆଲିଙ୍ଗନ କଲେ ଅଭିଷେକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍ତ୍ରୀଙ୍କ ଏକ୍ସଙ୍କୁ ଆଲିଙ୍ଗନ କଲେ ଅଭିଷେଖ
author img

By

Published : Sep 9, 2019, 6:37 AM IST

Updated : Sep 9, 2019, 7:26 AM IST

ମୁମ୍ବାଇ: ବିବେକଙ୍କ ସହ ଶତ୍ରୁତା ଶେଷ କଲେ ବଚ୍ଚନ ପରିବାର । ମିଡିଆ ସାମ୍ନାରେ ବିବେକଙ୍କୁ ଆଲିଙ୍ଗନ କଲେ ଅଭିଷେକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଏକ ଇଭେଣ୍ଟରେ । ମୁମ୍ବାଇରେ ଭାରତୀୟ ବ୍ୟାଟମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ ସମ୍ମାନ ସମାରୋହରେ ସାମିଲ ହୋଇଥିଲେ ବିଟାଉନ ସିତାରା । ଏହି କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନ ପୁଅ ଅଭିଷେକ ସେଠାରେ ପହଞ୍ଚିଥିଲେ । ଏହି ଇଭେଣ୍ଟରେ ବିବେକଙ୍କ ମଧ୍ୟ ନିଜ ପିତା ସୁରେଶ ଅବରଏ ଏବଂ ପତ୍ନୀ ପ୍ରିୟଙ୍କାଙ୍କ ସେଠାରେ ପହଞ୍ଚିଥିଲେ । ଆଉ ଏହା ମଧ୍ୟରେ ତାଙ୍କ ସାମ୍ନା ହୋଇଥିଲା ଅମିତାଭ ଏବଂ ଅଭିଷେକଙ୍କ ସହ ।

ଏହାପରେ ମିଡିଆ ସାମ୍ନାରେ ବିବେକଙ୍କ ପିତା ଅମିତାଭଙ୍କୁ ଆଲିଙ୍ଗନ କରିଥିଲା । ଏହାପରେ ବିବେକ ମଧ୍ୟ ଅମିତାଭଙ୍କୁ ଆଲିଙ୍ଗନ କରିଥିଲେ । ଏହାର କିଛି ସମୟ ପରେ ସେଠାରେ ପହଞ୍ଚିଥିଲେ ଅଭିଷେକ । ସେ ମଧ୍ୟ ବିବେକଙ୍କୁ କରିଥିଲେ ଆଲିଙ୍ଗନ ।

ଏଠାରେ ସୂଚନାଯୋଗ୍ୟ, ଗୋଟିଏ ସମୟରେ ନିଜ ରିଲେସନ୍‌ସିପକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ ବିବେକ ଓବରଏ ଏବଂ ଐଶର୍ଯ୍ୟା ରାୟ ବଚ୍ଚନ । ସଲମାନଙ୍କ ସହ ବ୍ରେକଅପ୍ ପରେ ବିବେକଙ୍କ ସହ ରିଲେସନରେ ଥିଲେ ଐଶର୍ଯ୍ୟା । ମାତ୍ର ବିବେକଙ୍କ ଗୋଟିଏ ଭୂଲ ତାଙ୍କୁ ଐଶ୍ ତାଙ୍କୁ ନିଜଠାରୁ ଦୂରେଇ ଦେଇଥିଲା । ଆଉ ଏହାପରେ ଅଭିଶେକ ବଚ୍ଚନଙ୍କୁ ବିବାହ କରି ସେ ହୋଇଥିଲେ ବଚ୍ଚନ ପରିବାରର ବୋହୂ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ବିବେକଙ୍କୁ କ୍ଷମା କରିଦେଲେ ବଚ୍ଚନ ପିରବାର । ନା ମିଡିଆ ସାମ୍ନାରେ କିଛି ସମୟ ପାଇଁ ବିବେକଙ୍କୁ କ୍ଷମା କରିବାର ଅଭିନୟ କରିଥିଲେ ।

Deepak Bhai 11 slogan pathei thila
dekhinia

---------- Forwarded message ---------
From: Odia Desk <odiadesk@etvbharat.com>
Date: Thu, Aug 8, 2019 at 7:06 PM
Subject: sir look it
To: Graphics GFX <graphics@etvbharat.com>

1. ଜ୍ଞାନ ଅର୍ଜନର ମୁଖ୍ୟ ପଥ ହେଉଛି ଚରିତ୍ରର ଶୁଦ୍ଧତା
2. ଶତ୍ରୁ ସହ ସାମ୍ନା ସର୍ବଦା ହସ ହସ ମୁହଁରେ କରିବା ଉଚିତ
3.ଅନ୍ୟାୟ ଦେଖି ଚୁପ ରହିବା କାପୁରୁଷତା
4.ଜୀବନର ଗୋଟିଏ ରାସ୍ତା ହେଲା ଅହିଂସାର ରାସ୍ତା
5. ମନୁଷ୍ୟର ପରିଚୟ ପୋଷାକ ନୁହେଁ ବରଂ ତାର ଚରିତ୍ର

7. କାନର ଦୁରୁପଯୋଗ ମନକୁ ଦୂଷିତ କରିଥାଏ
8. ଭୁଲ କରିବା ପାପ କିନ୍ତୁ ଭୁଲକୁ ଜାଣି ଚୁପ ରହିବା ସବୁଠାରୁ ବଡ ପାପ
9. ପାପକୁ ଘୃଣା କର ପାପିକୁ ନୁହେଁ
10. ସ୍ବଚ୍ଛ ଚିନ୍ତାଧାରାର ବଡ ଶତ୍ରୁ ରାଗ ଓ ଅସହିଷ୍ଣୁତା
11.ମୁଁ କେବଳ ଲୋକଙ୍କ ମଧ୍ୟରେ ସକରାତ୍ମକତା ଦେଖେ, ସେମାନଙ୍କ ମଧ୍ୟରେ ନକରାତ୍ମକତା ନୁହେଁ
Last Updated : Sep 9, 2019, 7:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.