ETV Bharat / sitara

ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ପୁଅ କୋରୋନା ପଜିଟିଭ୍ - abhijit bhattacharya son dhruv bhattacharya

ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଧ୍ରୁଭ ଭଟ୍ଟାଚାର୍ଯ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଧ୍ରୁଭଙ୍କ ବୟସ 28 ବର୍ଷ । ଏକ ସାକ୍ଷାତକାରରେ ଅଭିଜିତ୍ ଏହି ଖବରକୁ ନିଶ୍ଚିତ କରିଛନ୍ତି । ତେବେ ଚିନ୍ତା କରିବାର କିଛି ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

abhijit bhattacharya son dhruv bhattacharya tested corona positive
ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ପୁଅଙ୍କ ବାହାରିଲା କରୋନା ପଜିଟିଭ୍
author img

By

Published : Jul 24, 2020, 3:27 PM IST

ମୁମ୍ବାଇ: କୋରୋନା ଭାଇରସ ଅତି ଦ୍ରୁତ ଗତିରେ ବଢୁଛି । ଏଭଳି ପରିସ୍ଥିତିରେ ଆମକୁ ବହୁତ ସଜାଗ ରହିବା ଆବଶ୍ୟକ ।

ବଲିଉଡ ଇଣ୍ତଷ୍ଟ୍ରି ମଧ୍ୟ ଧୀରେ ଧୀରେ ଏହାର ଶିକାର ହେଉଛି । ବଚ୍ଚନ ପରିବାର ପରେ ବର୍ତ୍ତମାନ ଗାୟକ ଅଭିଜିତ୍ ଭଟ୍ଟାଚାର୍ଜାଙ୍କ ପୁଅ ଧ୍ରୁଭ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଧ୍ରୁଭଙ୍କ ବୟସ 28 ବର୍ଷ ।

ଏକ ସାକ୍ଷାତକାରରେ ଅଭିଜିତ୍ କହିଛନ୍ତି ଯେ, ଧ୍ରୁଭ ବିଦେଶ ଯିବାକୁ ଯୋଜନା କରୁଥିଲେ । ସେଠାକୁ ଯିବା ପୂର୍ବରୁ କୋରୋନା ଟେଷ୍ଟ କରିବା ସମୟରେ ତାଙ୍କର କରୋନା ପଜିଟିଭ୍ ବାହାରିଥିଲା । ସେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି । ତେବେ ଶୁଟିଂ କାରଣରୁ ଅଭିଜିତ କୋଲକାତାରେ ଅଛନ୍ତି ।

ନିକଟରେ ଅଭିନେତ୍ରୀ ରେଖାଙ୍କ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଯାହା ପରେ ତାଙ୍କ ବଙ୍ଗଳାକୁ ସିଲ୍ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.