ETV Bharat / sitara

ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ 2020: ଜାରୀ ହେଲା ଲିଷ୍ଟ

ଗୋଲ୍ଡେନ ଗ୍ଲୋବ୍ସ 2020ରେ ହଲିଉଡର ଲାଇଭ। ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ନୋମିନେଟ ହୋଇଥିବା ଷ୍ଟାର୍ସଙ୍କୁ ଆୱାର୍ଡ ଦିଆଯାଇଥିଲା । ତେବେ ଆସନ୍ତୁ ନଜର ପକାଇବା କେଉଁ ଷ୍ଟାର୍ସ ନିଜ ଘରକୁ ନେଇ ଗଲେ ଗୋଲ୍ଡେନ ଗ୍ଲୋବ୍ସ 2020 ଆୱାର୍ଡସ ।

author img

By

Published : Jan 6, 2020, 6:31 PM IST

_77th golden globes 2020
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୋମବାର ଆୟୋଜିତ ହୋଇଯାଇଛି ହଲିଉଡର ଫେମସ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସ । 77ତମ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସରେ ଅନେକ ହଲିଉଡ ଷ୍ଟାର୍ସ ଭାଗ ନେଇଥିଲେ । ରେଡ କାର୍ପେଟରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ସହ ଫିବି ୱାଲର, ବ୍ରିଜ, ମାର୍ଗୋ ରବି, ସ୍କରାଲେଟ ଜେହାନସନ, ଏଲ୍ଟନ ଜନ, ଡାଇରେକ୍ଟର କ୍ବେଣ୍ଟିନ ଟେରେଣ୍ଟିନୋ ଙ୍କ ସହ ଅନେକ ଫେମସ କଳାକାର ଯୋଗ ଦେଇଥିଲେ ।

ଗୋଲ୍ଡେନ ଗ୍ଲୋବ୍ସ 2020ରେ ହଲିଉଡର ଲାଇଭ ଚାଲିଥିଲା । ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ନୋମିନେଟ ହୋଇଥିବା ଷ୍ଟାର୍ସଙ୍କୁ ଆୱାର୍ଡ ଦିଆଯାଇଥିଲା । ତେବେ ଆସନ୍ତୁ ନଜର ପକାଇବା କେଉଁ ଷ୍ଟାର୍ସ ନିଜ ଘରକୁ ନେଇଗଲେ ଗୋଲ୍ଡେନ ଗ୍ଲୋବ୍ସ 2020 ଆୱାର୍ଡ୍ସ ।

ବେଷ୍ଟ ମୋଶନ ପିକ୍ଚର(ଡ୍ରାମା)

‘ଦ ଇରିଶମ୍ୟାନ’, ‘ମ୍ୟାରେଜ ଷ୍ଟୋରି’, ‘ଜୋକର’, ‘ଦ ଟ୍ବି ପୋପ୍ସ’ ଭଳି ଫିଲ୍ମ ନୋମିନେଟ ହୋଇଥିବା ବେଳେ ବିଜେତା ସାଜିଛି ‘1971’- ।

ବେଷ୍ଟ ମୋଶନ ପିକଚର(ମ୍ୟୁଜିକ/କମେଡି)

‘ଜୋଜୋ ରାବିଟ’, ‘ନାଇବ୍ସ ଆଉଟ’, ‘ରକେଟମ୍ୟାନ’, ‘ଡେଲମାଇଟ ଇଜ ମାଇଁ ନେମ’, ‘ୱାନ୍ସ ଓପନ ଏ ଟାଇମ ଇନ ହଲିଉଡ’-ବିଜେତା ।

ବେଷ୍ଟ ମୋଶନ ପିକ୍ଚର (ଆନିମେଟେଡ)

‘ଫ୍ରୋଜେନ 2’, ‘ହାଉ ଟୁ ଟ୍ରେନ ୟୋର ଡ୍ରାର୍ଗନ ୱାର୍ଲ୍ଡ’ ,‘ଟୟ ଷ୍ଟୋରି 4’, ‘ଦ ଲାୟନ କିଙ୍ଗ’, ‘ମିସିଂ ଲିଙ୍କ’-ବିଜେତା ।

ବେଷ୍ଟ ଆକ୍ଟର ଇନ ଏ ମୋଶନ ପିକ୍ଚର(ଡ୍ରାମା)

‘ଖ୍ରିଷ୍ଟିୟନ ବେଲ’, ‘ଫୋର୍ଡ v ଫେରାରୀ’, ‘ଅଣ୍ଟୋନିଓ ବ୍ୟାଣ୍ଡରସ’, ‘ପେନ ଆଣ୍ଡ ଗ୍ଲୋରୀ’, ‘ଏଡମ ଡ୍ରାଇଭର’, ‘ମ୍ୟାରେଜ ଷ୍ଟୋରି’, ‘ଜନାଥନ ପ୍ରାଇସ’, ‘ଦ ଟ୍ବି ପୋପ୍ସ’, ‘ୱକୀନ ଫିନିକ୍ସ’, ‘ଜୋକର’-ବିଜେତା ।

ବେଷ୍ଟ ଆକ୍ଟ୍ରେସ ଇନ ଏ ମୋଶନ ପିକ୍ଚର(ଡ୍ରାମା)

ସିନ୍ଥିଆ ଏରୱିଓ-‘ହେରିଏଟ’, ସ୍କାରଲେଟ ଜେହାନସନ- ‘ମ୍ୟାରେଜ ଷ୍ଟୋରି’, ସଓର୍ସିୟା ରୋନନ- ‘ଲିଟିଲ ୱିମେନ’, ଚାର୍ଲିଜ ଥୋରେନ- ‘ବମ୍ବଶେଲ’, ରେନି ଜେଲୱେଗର -‘ଜୁଡି’-ବିଜେତା ।

ବେଷ୍ଟ ଆକ୍ଟର ଇନ ଏ ମୋଶନ ପିକ୍ଚର(ମ୍ୟୁଜିକାଲ/କମେଡି)

ଡେନିୟଲ କ୍ରାଙ୍ଗ- ‘ନାଇବ୍ସ ଆଉଟ’, ରୋମନ ଗ୍ରିଫିନ ଡେଭିସ ଜୋଜୋ-‘ରାବିଟ’, ଲିଓନାର୍ଡୋ ଡିକେପ୍ରିଓ-‘ୱାନ୍ସ ଓପନ ଏ ଟାଇମ ହଲିଉଡ‘, ଏଡି ମର୍ଫି- ‘ଡେଲମାଇଟ ଇଜ ମାୟ ନେମ’, ଟ୍ୟାରେନ ଏଗର୍ଟୋନ-‘ରକେଟମ୍ୟାନ’-ବିଜେତା ।

ସେହିପରି ଟେଲିଭିଜନ ସିରିଜ(ଡ୍ରାମା)

‘ବିଗ ଲିଟିଲ ଲାଇଜ’, ‘ଦ କ୍ରାଉନ’, ‘କିଲିଂ ଈଭ’, ‘ଦ ମର୍ନିଂ ଶୋ’, ‘ସକ୍ସେସନ’-ବିଜେତା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.