ETV Bharat / science-and-technology

5G ଚିପ୍ ଉନ୍ମୋଚନ କଲା MediaTek - ଚିପ ନିର୍ମାତା ମିଡିଆ ଟେକ ନ୍ୟୁଜ

5G fixed wireless ରୋଟର୍ସ ଏବଂ ମୋବାଇଲ୍ ହଟସ୍ପଟ୍ ପାଇଁ 4nm T830 ପ୍ଲାଟଫର୍ମ ଘୋଷଣା କଲା ଚିପ୍ ନିର୍ମାତା ମିଡିଆଟେକ୍ MediaTek । ଅଧିକ ପଢନ୍ତୁ

5G ଚିପ୍ ଉନ୍ମୋଚନ କଲା MediaTek
5G ଚିପ୍ ଉନ୍ମୋଚନ କଲା MediaTek
author img

By

Published : Aug 18, 2022, 6:42 PM IST

ତାଇପେଇ(ତାଇୱାନ): ଚିପ୍ ନିର୍ମାତା ମିଡିଆଟେକ୍(MediaTek) ଗୁରୁବାର 5G ତାର ବିହୀନ(fixed wireless) ରୋଟର୍ସ ଏବଂ ମୋବାଇଲ୍ ହଟସ୍ପଟ୍ ପାଇଁ 4nm T830 ପ୍ଲାଟଫର୍ମ ଘୋଷଣା କରିଛି, ଯାହା 5G ସ୍ପିଡକୁ ସବ୍-6GHz ନେଟୱାର୍କରେ 7Gbps ପର୍ଯ୍ୟନ୍ତ ସମର୍ଥନ କରିବ ।

ମିଡିଆଟେକର M80 ମୋଡେମ୍ ସହିତ ନିର୍ମିତ ଏହି ନୂତନ ଚିପ୍ ଗ୍ରାହକଙ୍କୁ ଏକ ଛୋଟ ଉପକରଣରୁ(small device) ସୁପର-ଫାଷ୍ଟ ଇଣ୍ଟରନେଟ୍ ସେବା ଉପଭୋଗ କରିବାରେ ସାହାଯ୍ୟ କରିପାରିବ, ଯାହା ଫିକ୍ସଡ୍ ଲାଇନ୍ ବ୍ରଡବ୍ୟାଣ୍ଡ ପାଇଁ ଇନଷ୍ଟଲର ଦୀର୍ଘ ସମୟ ଅସୁବିଧାକୁ ଏଡାଇବ । ଡିଭାଇସ୍ ନିର୍ମାତାମାନଙ୍କ ପାଇଁ, T830 ର highly integrated, କମ୍ପାକ୍ଟ ଡିଜାଇନ୍ ପାୱାର ସେଭିଂ ବା ଶକ୍ତି ସଞ୍ଚୟ କରିବା ସହ ଡେଭଲପମେଣ୍ଟ ଟାଇମ ଓ ମୂଲ୍ୟକୁ ହ୍ରାସ କରିବ ବୋଲି କମ୍ପାନୀ ଏକ ବିବୃତିରେ କହିଛି ।

ଗ୍ରାହକ ଏବଂ ବ୍ୟବସାୟ ପାଇଁ ଦ୍ରୁତ, ନିର୍ଭରଯୋଗ୍ୟ ସଂଯୋଗ ଆଣିବା ପାଇଁ ମିଡିଆଟେକ ବିଶ୍ବର tier-1 ଅପରେଟରମାନଙ୍କ ସହ କାର୍ଯ୍ୟ କରୁଛି ବୋଲି ମିଡିଆଟେକ wireless ବ୍ୟବସାୟ ୟୁନିଟର CVP(Central venous pressure) ଏବଂ ଜେନେରାଲ ମ୍ୟାନେଜର JC Hsu କହିଛନ୍ତି । ୱାଇ-ଫାଇ ସଂଯୋଗୀକରଣ ଏବଂ ଆମର ଗ୍ରାହକମାନଙ୍କୁ ଅତି କ୍ଷୁଦ୍ର ଫର୍ମ ଫ୍ୟାକ୍ଟରରେ ଅତି ଉଚ୍ଚ କ୍ଷମତା ସମ୍ପନ୍ନ ମଲ୍ଟି-ଗିଗାବିଟ 5G CPE ଉତ୍ପାଦ ନିର୍ମାଣ କରିବାକୁ ସକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.