ETV Bharat / science-and-technology

ଅକ୍ଟୋବରରେ ଲଞ୍ଚ ହୋଇପାରେ Apple New entry level iPad

ନୂଆ ମଡେଲ ଆଣିବାକୁ ଯାଉଛି Apple । ଅକ୍ଟୋବରରେ ଲଞ୍ଚ ନେଇ ସୂଚନା । ଅଧିକ ପଢନ୍ତୁ

author img

By

Published : Aug 17, 2022, 7:34 AM IST

ଅକ୍ଟୋବରରେ ଲଞ୍ଚ ହୋଇପାରେ Apple New entry level iPad
ଅକ୍ଟୋବରରେ ଲଞ୍ଚ ହୋଇପାରେ Apple New entry level iPad

ସାନ ଫ୍ରାନ୍ସିସ୍କୋ: ଟେକ୍ ଜିଆଣ୍ଟ ଆପଲ୍ ବଡ଼ ସ୍କ୍ରିନ ସହ ଏକ ନୂଆ entry-level iPad ଏବଂ ଆଇପ୍ୟାଡ୍ ପ୍ରୋ ରିଫ୍ରେସ ମଡେଲ୍ ଲଞ୍ଚ କରିବାକୁ ଯାଉଛି । ଏହାସହ ଚିପ୍କୁ M1 ରୁ M2 କୁ ଅପଗ୍ରେଡ୍ କରିବାର ଯୋଜନା ରହିଛି । ଜଣେ ଲିକର୍ କହିଛନ୍ତି ଯେ, ‘10G(10th-generation) ଆଇପ୍ୟାଡ୍ ଏବଂ ଆଇପ୍ୟାଡ୍ ପ୍ରୋ ଏହି ସମୟ ମଧ୍ୟରେ କିଛି ପରିବର୍ତ୍ତନ ଦେଖିବ ବୋଲି ଆପଲ୍ ଇନ୍ସାଇଡର୍ ରିପୋର୍ଟ କରିଛନ୍ତି । ଏକ ଲିକର୍ ଆକାଉଣ୍ଟ୍ ଦ୍ୱାରା Naver ପୋଷ୍ଟରେ ଚାଇନାର ଏକ ସୋର୍ସ ଦାବି କରିଛି ଯେ, ଅକ୍ଟୋବରରେ iPad ବଦଳିପାରେ । ଯଦି ଅକ୍ଟୋବରରେ ଲଞ୍ଚ ହୋଇନପାରେ, ତେବେ ଆଇଫୋନ୍ 14(iPhone 14) ଲଞ୍ଚ ହେବା iPad ନୂଆ ମଡେଲ ଆସିପାରେ । ତେବେ 10G iPad ଅଧିକ ବର୍ଗ ସହିତ ଏକ ପତଳା ନୂଆ ଡିଜାଇନ୍ ଆସୁଛି ।’

ଆହୁରି ମଧ୍ୟ କୁହାଯାଇଛି ଯେ, 10.2 ଇଞ୍ଚର ସ୍କ୍ରିନ ଅପେକ୍ଷା ଏହାର ଡିସେପ୍ଲେ ଅଧିକ ରହିବ । କିନ୍ତୁ ପ୍ରକୃତ ଆକାର ବାବଦରେ କୌଣସି ସ୍ପଷ୍ଟ ହୋଇନାହିଁ । ଏହି ମଡେଲରେ A14 ବାୟୋନିକ୍ ଚିପ୍(Bionic chip) ରହିବ, 5Gକୁ ସମର୍ଥନ କରିବା ସହ ଏକ ରିଅର କ୍ୟାମେରା ବମ୍ପ ରହିବ ଏବଂ 3.5 ମିମି ହେଡଫୋନ୍ ଜ୍ୟାକ୍ ମଧ୍ୟ ରହିବ । ଏଣ୍ଟ୍ରି-ଲେଭଲ୍ ଆଇପ୍ୟାଡ୍ ଅପଡେଟ୍ କରିବା ସହିତ ଆପଲ୍ ଆଇପ୍ୟାଡ୍ ପ୍ରୋକୁ ମଧ୍ୟ ଅପଗ୍ରେଡ୍ କରିବ ବୋଲି ଜଣାଯାଇଛି । ତେବେ, ଲିକର୍ କେବଳ କହିଛନ୍ତି ଯେ, ପ୍ରିମିୟମ୍ ଟ୍ୟାବଲେଟ୍ ଲାଇନରେ ଚିପ୍ M1 ରୁ M2 କୁ ଅପଡେଟ୍ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.