ETV Bharat / lifestyle

ଏଭଳି ଦୂର କରନ୍ତୁ ଅଣ୍ଟାବିନ୍ଧା ସମସ୍ୟା - garlic

ବୃଦ୍ଧ ହେଉ ଅବା ଯୁବପୀଢି ସମସ୍ତଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ଅଣ୍ଟାବିନ୍ଧା ସମସ୍ୟା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଲାଣି ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 16, 2019, 10:44 AM IST

- ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ ପାଖୁଡା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଅଣ୍ଟାରେ ଭଲ ଭାବେ ମାଲିସ୍‌ କରନ୍ତୁ । ଏପରି କରିବା ଦ୍ୱାରା ଅଣ୍ଟାବିନ୍ଧା ସମସ୍ୟାରୁ ମୁକ୍ତି ମିଳିବ।

- ଜୁଆଣିକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡା ହେବା ପରେ ଜୁଆଣିକୁ ଚୋବାଇ ଢ଼ୋକିଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଅଣ୍ଟାବିନ୍ଧାରୁ ରକ୍ଷା ପାଇ ପାରିବେ ।

- ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ୍‌ରେ ଥରେ ଚଲାବୁଲା କରନ୍ତୁ ।

- ନିୟମିତ ରୂପେ ଯୋଗ କଲେ ଅଣ୍ଟାବିନ୍ଧାରୁ ରକ୍ଷା ମିଳେ । ଭୂଜଙ୍ଗାସନ, ଶଲଭାସନ, ହଳାସନ ଆଦି ଯୋଗାସନ କରିବା ଦ୍ୱାରା ଅଣ୍ଟାବିନ୍ଧାରୁ ମୁକ୍ତି ମିଳେ ।

Slug,, ଘନ କୁହୁଡି ,, avo, ପୁରୀ, 15।2।19

ଆଙ୍କର,,    ରାଜ୍ୟରେ ଶୀତ ଲହରୀ ଏବେବି ଜାରି ରହିଛି। ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି। ଶ୍ରୀକ୍ଷେତ୍ର ପୁରୀ ରେ ମଧ୍ୟ ଆଜି ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡି ମାତ୍ରା   ଅଧିକ ଥିବାରୁ ଶ୍ରୀମନ୍ଦିର ଆଜି ସକାଳୁ ଦୃଶ୍ୟ ମାନ ହୋଇ ନ ଥିଲା। ଫଳରେ ସକାଳୁ ଶ୍ରଦ୍ଧାଳୁ ମାନେ ନୀଳଚକ୍ର ଦର୍ଶନ ରୁ ବଂଚିତ ହୋଇ ଛନ୍ତି। ଅନ୍ୟପଟେ ବଡ଼ଦାଣ୍ଡ ସମେତ ସହର ରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି। ଫଳରେ ସକାଳୁ ଯାତାୟତ ରେ ଲୋକୋ ମାନେ ଅସୁବିଧା ର ସମ୍ମୁଖିନ ହୋଇ ଥିବାର ଦେଖାଯାଇ ଥିଲା।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଏହି ଷ୍ଟୋରି ର ଭିଜୁଆଲ ବାଇଟ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.