ETV Bharat / lifestyle

ଟ୍ବିଟରରେ ଲଞ୍ଚହେବ କ୍ୟାପସନରୁ ସ୍ବଂୟଚାଳିତ ଭିଡିଓ ଅଡିଓ - କ୍ୟାପସନରୁ ସ୍ବଂୟଚାଳିତ ଭିଡିଓ ଅଡିଓ

ଅଡିଓ ଓ ଭିଡିଓରେ ସ୍ୱୟଂଚାଳିତ କ୍ୟାପସନ୍ ଯୋଡିବାର ଏକ ନୂତନ ବୈଶିଷ୍ଟ୍ୟ ହେଉଛି ଭଏସ ଟ୍ୱିଟ । ଭିନ୍ନକ୍ଷମ ମାନଙ୍କ ସୁବିଧା ପାଇଁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଭଏସ୍ ଟ୍ୱିଟ ପରୀକ୍ଷା କରିଛି । ଅଧିକ ପଢନ୍ତୁ...

ଟ୍ବିଟରରେ ଲଞ୍ଚହେବ କ୍ୟାପସନରୁ ସ୍ବଂୟଚାଳିତ ଭିଡିଓ ଅଡିଓ

author img

By

Published : Sep 5, 2020, 1:42 AM IST

ନୂଆଦିଲ୍ଲୀ: ଅଡିଓ ଓ ଭିଡିଓରେ ସ୍ୱୟଂଚାଳିତ କ୍ୟାପସନ୍ ଯୋଡିବାର ଏକ ନୂତନ ବୈଶିଷ୍ଟ୍ୟ ହେଉଛି ଭଏସ ଟ୍ୱିଟ । ଭିନ୍ନକ୍ଷମ ମାନଙ୍କ ସୁବିଧା ପାଇଁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଭଏସ୍ ଟ୍ୱିଟ ପରୀକ୍ଷା କରିଛି ।

ଉତ୍ପାଦ ମୁଖ୍ୟ କେଭୋନ୍ ବେକପୁର ଏବଂ ଡାଲାନା ବ୍ରାଣ୍ଡର କହିଛନ୍ତି "ଆମେ ବାହ୍ୟ ଗୋଷ୍ଠୀଙ୍କ ସହ ସହଭାଗୀ ହୋଇଛୁ । ଆସନ୍ତା ମାସ ମଧ୍ୟରେ ଆମେ ସାକ୍ଷାତକାର, ସର୍ବେକ୍ଷଣ ମାଧ୍ୟମରେ ଭିନ୍ନ ଭିନ୍ନ ପ୍ରୋଟୋଟାଇପର ରିମୋଟ ଉପଯୋଗିତା ଅଧ୍ୟୟନ ମାଧ୍ୟମରେ ଭିନ୍ନକ୍ଷମଙ୍କଠାରୁ ମତାମତ ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଟ୍ୱିଟର କହିଛି ଯେ, ମିଡିଆ ସମ୍ବନ୍ଧିତ ବୈଶିଷ୍ଟ୍ୟଗୁଡିକର ପରୀକ୍ଷା କରିବ। ଏହି ସପ୍ତାହରେ ଏକ ବ୍ଲଗ୍ ପୋଷ୍ଟରେ କମ୍ପାନୀ ଦୁଇଟି ନୂତନ ବିଭାଗ ଆକ୍ସେସିବିଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଏବଂ ଏକ୍ସପେରିଏନ୍ସ ଆକ୍ସେସିବିଲିଟି ଟିମ୍ ପ୍ରଚଳନ କରାଯିବ ବୋଲି ଘୋଷଣା କରାଯାଇଛି ।ଯାହା ବିଶେଷ ଭାବରେ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଉପରେ ଧ୍ୟାନ ଦେବ।

ପ୍ଲାଟଫର୍ମରେ ସମସ୍ତଙ୍କ ଦ୍ୱାରା ଭଏସ୍ ଟ୍ୱିଟ୍ ଉପଲବ୍ଧ ଥିବାବେଳେ କମ୍ପାନୀ କେବଳ ଆଇଓଏସ୍ ବ୍ୟବହାରକାରୀଙ୍କ ଏକ ଗୋଷ୍ଠୀକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.