ETV Bharat / jagte-raho

ଫସର ଫାଟିଲା ବନ୍ଧୁକ ରଖିବାର ଜୋସ, ନିଶାରେ ଉଡିଗଲା ହୋସ

ଦିଲ୍ଲୀର ନୋଏଡାରେ ଜଣେ ଯୁବକ ନିଶାଗ୍ରସ୍ତ ଥିବା ସମୟରେ ଯେଉଁ ଭୁଲ କରିଥିଲେ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅତ୍ୟଧିକ ନିଶା ଯୋଗୁଁ ସେ ନିଜ ଗୁପ୍ତାଙ୍ଗକୁ ଗୁଳି ମାରିଥିଲେ।

author img

By

Published : Mar 13, 2019, 3:17 PM IST

ପ୍ରତୀକାତ୍ମକ ଫଟୋ

ନୋଏଡା: ସାଙ୍ଗ ବାହାଘରରେ ପକେଟରେ ବନ୍ଧୁକ ରଖି ଜୋସରେ ନାଚୁଥିଲେ । ତେବେ ଅତ୍ୟଧିକ ନିଶା ସାଜିଥିଲା କାଳ । ଫସର ଫାଟିଥିଲା ବନ୍ଧୁକ ରଖିବାର ଜୋସ । ଆଉ ନିଶାରେ ଏପରି କିଛି କରି ବସିଥିଲେ ଯାହା ତାଙ୍କ ଜୀବନରେ ଏକ ବିରାଟ କ୍ଷତି କରିଥିଲା।

ରିପୋର୍ଟ ଅନୁସାରେ ଦିଲ୍ଲୀର ନୋଏଡାରେ ଜଣେ ଯୁବକ ନିଶାଗ୍ରସ୍ତ ଥିବା ସମୟରେ ଯେଉଁ ଭୁଲ କରିଥିଲେ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଶନିବାର ଦିଲ୍ଲୀରୁ ଗ୍ରେଟର ନୋଏଡାକୁ ଏକ ବରଯାତ୍ରୀ ଦଳ ଯାଉଥିଲେ । ବରଯାତ୍ରୀରେ ଯାଇଥିବା ବରର ସାଙ୍ଗ ଶୌଚାଳୟ ଯିବା ପରେ ହଠାତ୍‌ ଚିତ୍କାର କରିଥିଲା । ଚିତ୍କାର ଶୁଣି ଅନ୍ୟ ବରଯାତ୍ରୀ ଦୌଡି ଆସିଥିଲେ ।

ଏହାପରେ ଯାହା ଦେଖିଥିଲେ ସେମାନଙ୍କ ହୋସ ଉଡିଯାଇଥିଲା । ବରଯାତ୍ରୀରେ ନାଚିବା ପାଇଁ ନିଜ ପ୍ୟାଣ୍ଟ ପକେଟରେ ଯୁବକ ଜଣକ ବନ୍ଧୁକ ରଖିଥିଲା । ତେବେ ଶୌଚାଳୟ ଯାଇଥିବା ବେଳେ ଏଥିରୁ ହଠାତ ଗୁଳି ଫୁଟି ଯାଇଥିଲା । ଯାହା ସିଧା ଯାଇ ତାଙ୍କ ଗୁପ୍ତାଙ୍ଗରେ ବାଜିଥିଲା । ଫଳରେ ସେ ଅଚେତ ହୋଇଥିଲା ।

ତେବେ ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ଯୁବକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଗୁପ୍ତାଙ୍ଗକୁ ଅଧା କାଟିଥିଲେ । ଏପରି ନ କରିଥିଲେ ଯୁବକଙ୍କର ପ୍ରାଣ ପଳାଇଥାନ୍ତା ବୋଲି ଡାକ୍ତର ସୂଚନା ଦେଇଥିଲେ । ତେବେ ଏହା ସମ୍ପର୍କରେ ପୋଲିସରେ ଖବର ଦିଆଯାଇନଥିଲା । ପୋଲିସ ନିଜ ଆଡୁ ମାମଲାର ତଦନ୍ତ ଆରମ୍ଭ କରିଛି । ଅଧିକ ନିଶାଗ୍ରସ୍ତ ଥିବାରୁ ଭୁଲବଶତଃ ନିଜେ ଗୁଳି ଚଳାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

Intro:Body:

Mumbai: Filmmaker Rohit Shetty who is working with National Award-winning Bollywood superstar Akshay Kumar in his upcoming directorial venture titled 'Sooryavanshi' says working with him is an achievement.

During an interactive session at the 20th edition of FICCI FRAMES, the global media, and entertainment conclave on Tuesday, Rohit said, "I did few body doubles for Akshay in the film 'Suhaag' and of course, we had a long association. We kept meeting. When I was shooting for the television show 'Khatron Ke Khiladi' we met."

"He started the show, I am hosting the show. Yes, we have respect for each other. Now that we are making a film together, I feel a sense of achievement," he said.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.