ETV Bharat / jagte-raho

ଦେଖା କରିବାକୁ ଯାଇଥିଲେ, ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଗଲେ - ପ୍ରେମିକା

ପ୍ରେମିକାକୁ ଦେଖାକରିବାକୁ ଯାଇ ପରିବାର ଲୋକଙ୍କ ଆକ୍ରୋଶର ଶୀକାର ହେଲେ ପ୍ରେମିକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋରଖପୁରସ୍ଥିତ ଚମରାହ ଗାଁରେ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 3, 2019, 10:40 AM IST

ନୂଆଦିଲ୍ଲୀ: ପ୍ରେମ ନେଲା ଜୀବନ । ପ୍ରେମିକାକୁ ଦେଖାକରିବାକୁ ଯାଇ ପରିବାର ଲୋକଙ୍କ ଆକ୍ରୋଶର ଶୀକାର ହେଲେ ପ୍ରେମିକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋରଖପୁରସ୍ଥିତ ଚମରାହ ଗାଁରେ ।

ଏହି ଗାଁ ଦୁଇ ପ୍ରେମୀଯୁଗଳ ପରସ୍ପରକୁ ଭଲ ପାଉଥିଲେ । ମାତ୍ର ସେମାନଙ୍କ ମଧ୍ୟରେ ପରିବାର ଲୋକେ ବାଧା ସୃଷ୍ଟି କରିଥିଲେ । ମାତ୍ର ଗୋଟିଏ ଦିନ ସୁଯୋଗ ପାଇ ପୁଅ ଲୁଚି ଝିଅ ଘରେ ପ୍ରବେଶ କରିଥିଲା । ମାତ୍ର ଦୁଇଜଣଙ୍କୁ ଏକାଠି ଦେଖି ନେଇଥିଲେ ପରିବାର ଲୋକେ ।

ଲୋକଙ୍କ କହିବା ଅନୁସାରେ, ସେହି ପୁଅ ପାଖେ ଗୋଟିଏ ପିସ୍ତଲ ଥିଲା । ଯାହାକୁ ବ୍ୟବହାର କରି ସେ ଝିଅର ଭାଇ ଉପରକୁ ଗୁଳିମାଡ କରିଥିଲା । ଏହାପରେ ଗାଁ ଲୋକେ ଏକାଠି ହୋଇ ଲାଠି ଏବଂ କୁରାଢୀରେ ପିଟିପିଟି ଉକ୍ତ ପୁଅକୁ ମାରି ଦେଇଥିଲେ

ଏହାପରେ ପୋଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଜାରି ରଖିଛି ।

Intro:Body:

dfdddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.