ETV Bharat / jagte-raho

ମହିଳାଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଗୁରୁବାର ଏକ ମହିଳାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି ।

author img

By

Published : Jul 9, 2020, 1:51 PM IST

murder
ମହିଳାଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଯାଜପୁର: ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଗୁରୁବାର ଏକ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁୟାୟୀ, ଯାଜପୁରରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିବା ବେଳେ ଜଣେ ବ୍ୟକ୍ତି ଏଥିରେ ଗୁରୁତର ଆହତ ହୋଇଛନ୍ତି । ଏପଟେ ଘଟଣା ସ୍ଥଳରୁ ଦୃବୃତ୍ତମାନେ ଫେରାର ଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.