ETV Bharat / jagte-raho

ଲକଡାଉନ ନିୟମ ଉଲଘଂନ, 13 ଜଣଙ୍କ ବିରୋଧରେ ମାମଲା - ଲକଡାଉନ ନିୟମ ଉଲଘଂନ,27 ଜଣ ବିରୋଧରେ ମାମଲା

21 ଦିନିଆ ଲକଡାଉନ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୁନେ ପୋଲିସ 13 ଜଣଙ୍କ ନାରେ ମାମଲା ରୁଜୁ କରିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

fir registered in pune
ଲକଡାଉନ ନିୟମ ଉଲଘଂନ
author img

By

Published : Mar 30, 2020, 12:53 PM IST

ମୁମ୍ବାଇ: ଲକଡାଉନ ନିୟମ ଭାଙ୍ଗି 13 ଜଣଙ୍କ ବିରୋଧରେ ମାମଲା ରୁଜୁ । ପୁନେର ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ଲକଡାଉନ ନିୟମ ଭଙ୍ଗ ହୋଇଥିବା ହେତୁ ପୋଲିସ ଏହି ମାମଲା ରୁଜୁ କରିଛି । ପୋଲିସ ସୂଚନା ମୁତାବକ ଚିଖାଲି ପୋଲିସ ଥାନା ଅନ୍ତର୍ଗତ ଚିଖାଲିର ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଲକଡାଉନ ନିୟମ ଉଲଂଘନ କରି ଶୁକ୍ରବାର ପ୍ରାୟ 13 ଜଣ ଲୋକ ଏକାଠି ହୋଇଥିଲେ ।

ସେମାନେ ବିଲ୍ଡିଂର ଟେରାସରେ ଏକାଠି ହୋଇ ନମାଜ ପାଠ କରୁଥିବା ଯୋଗୁଁ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଏଥିରେ 20-25 ଅଜଣା ଲୋକଙ୍କର ବି ନାମ ରହିଥିବା ଜଣାପଡିଛି । କରୋନାଭାଇରସ ପ୍ରଭାବକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 25 ରୁ 21 ଦିନିଆ ଦେଶବ୍ୟାପୀ ଲକଡାଉନ କରିବା ପାଇଁ ଘୋଷଣା କରିଥିଲେ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.