ETV Bharat / international

ଆମେରିକାରେ ଅପହୃତ 4 ଭାରତୀୟଙ୍କୁ ହତ୍ୟା

ଆମେରିକାର କାଲିଫର୍ଣ୍ଣିଆରେ ଅପହୃତ ହୋଇଥିବା ଗୋଟିଏ ପରିବାରର 4 ଭାରତୀୟଙ୍କୁ ହତ୍ୟା (Indian family murder in us)। ମୃତକଙ୍କ ମଧ୍ୟରେ ରହିଛି 8 ମାସର ଶିଶୁକନ୍ୟା । ଗତ ସୋମବାର ଠାରୁ ହୋଇଥିଲେ ଅପହରଣର କରାଯାଇଥିଲା । ଅଧିକ ପଢନ୍ତୁ

author img

By

Published : Oct 6, 2022, 11:44 AM IST

ଆମେରିକାରେ ଅପହୃତ ହୋଇଥିବା ଶିଶୁକନ୍ୟା ସହ 4 ଭାରତୀୟଙ୍କୁ ହତ୍ୟା

ଓ୍ବାଶିଂଟନ: ଆମେରିକାରର କାଲିଫର୍ଣ୍ଣିଆରେ ଅପହରଣ ହୋଇଥିବା ଭାରତୀୟ ପରିବାରକୁ ହତ୍ୟା କରାଯାଇଛି (Indian family murder in us)। ମୃତକଙ୍କ ମଧ୍ୟରେ 8 ମାସର ଶିଶୁକନ୍ୟା ସମେତ ଗୋଟିଏ ପରିବାର ମୋଟ 4 ସଦସ୍ୟ ରହିଛନ୍ତି । ସୋମବାର ଏମାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଥିଲା । ତେବେ ସେମାନଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ସମସ୍ତ ଅପହୃତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି (Death of abducted Punjabis in America)।

ମତକଙ୍କମାନେ ସମସ୍ତେ ପଞ୍ଜାବର ବାସିନ୍ଦା । ସେମାନଙ୍କ ମଧ୍ୟରେ 36 ବର୍ଷୀୟ ଜଶଦୀପ ସିଂ, ପତ୍ନୀ 27 ବର୍ଷୀୟ ସଜଲିନ କୌର, ସେମାନଙ୍କ 8 ମାସର ଶିଶୁକନ୍ୟା ଆରୋହୀ ଧେରୀ ଓ ଅନ୍ୟ ଜଣେ 39 ବର୍ଷୀୟ ସମ୍ପର୍କୀୟ ଅମନଦୀପ ସିଂ ରହିଛନ୍ତି । ସୋମବାର ଏମାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଥିଲା (Death of abducted Punjabis in America)। ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲିସ କିଛି ପ୍ରକାଶ କରିନାହିଁ । ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.