ETV Bharat / international

ବିଶ୍ବ ରେକର୍ଡ, ଜେଟସୁଟ ପିନ୍ଧି ଉଡିଲେ ବ୍ରିଟିଶ ଯୁବକ - world record

ଜେଟ ସୁଟ ପିନ୍ଧି ଆକାଶରେ ଉଡ଼ି ବିଶ୍ବ ରେକର୍ଡ କଲେ ବ୍ରିଟିଶ ଯୁବକ ରିଚାର୍ଡ ବ୍ରୋଉନିଂ । ଏହି ଜେଟ ସୁଟ ପିନ୍ଧି ଘଣ୍ଟା ପ୍ରତି 85.06 କିମି ବେଗରେ ଉଡ଼ିଲେ ସେ । ଅଧିକ ପଢନ୍ତୁ...

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 15, 2019, 9:44 PM IST

Updated : Nov 16, 2019, 11:49 AM IST

ହାଇଦ୍ରାବାଦ: ବିଶ୍ବ ରେକର୍ଡ କରିବା ନିଶାରେ ଲୋକମାନଙ୍କ ଅଜବ କାରନାମା ସାମ୍ନାକୁ ଆସିଥାଏ । ସେହିଭଳି ଏକ ଅଜବ କାରନାମା କରିଛନ୍ତି ବ୍ରିଟିଶ ଯୁବକ ରିଚାର୍ଡ ବ୍ରୋଉନିଂ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିନେମାରେ ଦେଖିଥିବା ଆଇରନ ମ୍ୟାନଙ୍କ ଭଳି ସେ ମଧ୍ୟ ଏକ ଜେଟ ଇଞ୍ଜିନ ପ୍ରସ୍ତୁତ କରିଛନ୍ତି । ଉକ୍ତ ଇଞ୍ଜିନକୁ ନିଜେ ପିନ୍ଧି ଘଣ୍ଟା ପ୍ରତି 85.06 କିମି ବେଗରେ ଉଡ଼ୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ବିଶ୍ବରେକର୍ଡ କରିଛନ୍ତି ।

Iron man
ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରିଚାର୍ଡ ଉଡ଼ୁଥିବା ସମୟରେ ଦେଖିବାକୁ ବେଶ କୌତୁହଳ ଲାଗୁଥିବା ବେଳେ ଅନେକ ଦର୍ଶକ ମଧ୍ୟ ଛିଡ଼ା ହୋଇ ତାଙ୍କୁ ନିରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି । ତେବେ ଏହା ରିଚାର୍ଡଙ୍କର ପ୍ରଥମ ରେକର୍ଡ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ଏଭଳି ଉଡ଼ି ରେକର୍ଡ ସ୍ଥାପନ କରିଥିଲେ । ସେହି ସମୟରେ ତାଙ୍କର ବେଗ ଥିଲା ଘଣ୍ଟା ପ୍ରତି କିମି ।

ରିଚାର୍ଡ ହେଉଛନ୍ତି ଗ୍ରାଭିଟି ଇଣ୍ଡଷ୍ଟ୍ରୀର ପ୍ରତିଷ୍ଠାତା । ଏହା ସହିତ ବରିଷ୍ଠ ପାଇଲଟ ଭାବେ ମଧ୍ୟ ସେ କାର୍ଯ୍ୟରତ । ସେ ବିଭିନ୍ନ ପ୍ରକାର ଜେଟ ସୁଟ ପ୍ରସ୍ତୁତ କରିବା ସହିତ ତାର ଡିଜାଇନ ଏବଂ ଉଡ଼ାଣ କାର୍ଯ୍ୟ ମଧ୍ୟ ତଦାରଖ କରିଥାନ୍ତି ।

Intro:Body:

National Issue

Conclusion:
Last Updated : Nov 16, 2019, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.