ETV Bharat / international

Russia Ukraine War: ଋଷିଆ ସମ୍ପତ୍ତି ଜବତ କରିବ ୟୁକ୍ରେନ - ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରଶମିତ କରିବା ଲାଗି ସାରା ବିଶ୍ବ ସମୁଦାୟ ଜାରି ରଖିଛନ୍ତି ଉଦ୍ୟମ । ଏପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଏହି ମହାସମରକୁ ଆଜି 16 ଦିନ ପୂରିଛି । ଅଧିକ ପଢନ୍ତୁ

Russia Ukraine War: ଋଷିଆର ସମ୍ପତ୍ତି ଜବତ କରିବ ୟୁକ୍ରେନ

author img

By

Published : Mar 11, 2022, 6:59 AM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରଶମିତ କରିବା ଲାଗି ସାରା ବିଶ୍ବ ସମୁଦାୟ ଜାରି ରଖିଛନ୍ତି ଉଦ୍ୟମ । ଏପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଏହି ମହାସମରକୁ ଆଜି 16 ଦିନ ପୂରିଛି । ଏଥିସହ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଋଷ ପକ୍ଷରୁ ବ୍ୟବସାୟିକ ଓ ଆର୍ଥିକ ଅଙ୍କୁଶ ଲଗାଯାଇଛି । ଅପରପକ୍ଷରେ ଋଷକୁ ମାତ୍‌ ଦେବା ଲାଗି ୟୁ୍କ୍ରେନ ନେଇଛି ଶକ୍ତ ପଦକ୍ଷେପ । ତେବେ ୟୁକ୍ରେନରେ ଥିବା ଋଷିଆର ସମ୍ପତ୍ତି ଜବତ କରିବାକୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସାଇନ୍‌ କରିଛନ୍ତି ।

ଏହା ୟୁକ୍ରେନରେ ଥିବା ଋଷର ଫେଡେରେସନ୍ କିମ୍ବା ଏହାର ବାସିନ୍ଦାଙ୍କୁ କୌଣସି କ୍ଷତିପୂରଣ ବିନା ସମ୍ପତ୍ତି ଜବତ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥାଏ ଅନ୍ୟପଟେ ମାର୍ଚ୍ଚ 3ରେ ୟୁ୍କ୍ରେନ ସଂସଦରେ ଏହି ଆଇନକୁ ପାରିତ କରାଯାଇଥିଲା । ଗୁରୁବାର ଏନେଇ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ଏଥିସହ ସେହି ଦିନ ୟୁକ୍ରେନର ଦି କିଭ୍‌କୁ ସ୍ବାଧୀନ ଭାବେ ଘୋଷଣା କରାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.