ETV Bharat / international

Russia-Ukraine conflict: ଉଡିବନି ୩୬ଟି ଦେଶର ବିମାନ, କଟକଣା ଲଗାଇଲା ଋଷ - ବିମାନ ଉଡାଣ ନେଇ କଟକଣା ଲଗାଇଲା ଋଷ

ବିମାନ ଉଡାଣ ନେଇ କଟକଣା ଲଗାଇଲା ଋଷ । ବ୍ରିଟେନ, ଜର୍ମାନୀ ସମେତ ୩୬ଟି ଦେଶ ଉପରେ ବିମାନ ଉଡାଣ ନେଇ କଟକଣା ଲାଗୁ କଲା ଋଷ । ଅଧିକ ପଢନ୍ତୁ

Russia-Ukraine conflict: ଉଡିବନି ୩୬ଟି ଦେଶର ବିମାନ, କଟକଣା ଲଗାଇଲା ଋଷ

author img

By

Published : Feb 28, 2022, 9:45 PM IST

ନୂଆଦିଲ୍ଲୀ: ବିମାନ ଉଡାଣ ନେଇ କଟକଣା ଲଗାଇଲା ଋଷ । ବ୍ରିଟେନ, ଜର୍ମାନୀ ସମେତ ୩୬ଟି ଦେଶ ଉପରେ ବିମାନ ଉଡାଣ ନେଇ କଟକଣା ଲାଗୁ କଲା ଋଷ । ସେହିପରି ବିମାନ ଉଡାଣ ନେଇ ପୂର୍ବରୁ ମଧ୍ୟ ଋଷ ଉପରେ ବ୍ରିଟେନ ସମେତ ବହୁତ ରାଷ୍ଟ୍ର ଏହା ଉପରେ କଟକଣା ଲଗାଇଥିଲେ ।

ଏହା ବିପକ୍ଷରେ ଋଷ ଏଭଳି ପଦକ୍ଷେପ ନେଇଛି । ସେହିପରି ଆମେରିକା ତାର ନାଗରିକଙ୍କୁ ଋଷ ଛାଡି ସ୍ବଦେଶ ଫେରିବାକୁ କହିଛି । ଅନ୍ୟପଟେ ଋଷ ଓ ୟୁକ୍ରେନ ମଧ୍ୟରେ ବଢୁଥିବାବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶ ଋଷ ଉପରେ ବିଭିନ୍ନ କଟକଣା ଲାଗୁ କରିଛନ୍ତି ।

ସେହିଭଳି ଗତକାଲି ଗୁଗଲ ପକ୍ଷରୁ ଋଷର କୌଣସି ମିଡିଆକୁ ବିଜ୍ଞାପନ ଦେବ ନାହିଁ ସଫା ସଫା ମନା କରି ଦେଇଛି । ତେବେ ଏହି ଯୁ୍ଦ୍ଧରେ ବିରାମ ଲଗେଇବା ଲାଗି ବିଭିନ୍ନ ଦେଶର କୁଟନୈତିକ ଆଲୋଚନା ଜାରି ରଖିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.