ETV Bharat / international

Russia- Ukraine War: ରାଜଧାନୀ କିଭରେ ଟ୍ରାଫିକ ଜାମ - ୟୁକ୍ରେନରେ ଋଷିଆ ଆକ୍ରମଣ ଭୟ

ଋଷିଆ ଆକ୍ରମଣ ପରେ ଭୟଭୀତ ହୋଇପଡିଛନ୍ତି ୟୁକ୍ରେନ ନାଗରିକ । ସାଧାରଣ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଛନ୍ତି । ଅଧିକ ପଢନ୍ତୁ

Russia- Ukraine War- ରାଜଧାନୀ କିଭରେ ଟ୍ରାଫିକ ଜାମ

author img

By

Published : Feb 24, 2022, 4:01 PM IST

ନୂଆଦୀଲ୍ଲୀ: ଋଷିଆ ଆକ୍ରମଣ ପରେ ଭୟଭୀତ ହୋଇପଡିଛନ୍ତି ୟୁକ୍ରେନ ନାଗରିକ । ସାଧାରଣ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଛନ୍ତି । ଲୋକେ ଘର ଛାଡି ଯାଉଥିବାରୁ ୟୁକ୍ରେନ ରାଜଧାନୀ କିଭରେ ଟ୍ରାଫିକ ଜାମ ହେବାର ଦୃଶ୍ୟ ଦେଖିବାକୁ ମିଳିଛି ।

Russia- Ukraine War- ରାଜଧାନୀ କିଭରେ ଟ୍ରାଫିକ ଜାମ
Russia- Ukraine War- ରାଜଧାନୀ କିଭରେ ଟ୍ରାଫିକ ଜାମ

ଅନ୍ୟପଟେ ଏୟାରପୋର୍ଟ, ଏଟିଏମ, ପେଟ୍ରୋଲ ପମ୍ଫରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଏନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ନାଗରିକଙ୍କ ପକ୍ଷରୁ ଭୟ ନ କରିବା ଅନୁରୋଧ କରାଯାଇଛି । ସେହିପରି ଧୈର୍ଯ୍ୟ ରଖ ସବୁ ଠିକ୍‌ ହେବ ବୋଲି ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.