ETV Bharat / international

ୟୁରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତିର 75ବର୍ଷ ପୂର୍ତ୍ତି ପାଳନ

author img

By

Published : May 8, 2020, 8:09 PM IST

ନାଜି କମାଣ୍ଡୋମାନେ 75 ବର୍ଷ ପୂର୍ବେ ଫ୍ରେଞ୍ଚ ସ୍କୁଲ ହାଉସରେ ଆତ୍ମସମର୍ପଣ କରିବାପରେ ମେ 7ରେ ୟୁରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତ ହୋଇଥିଲେ । ଏହି ଦିନ ୟୁରୋପରେ ବିଜୟ କିମ୍ବା VE DAY ଭାବରେ ପରିଚିତ ହେଲା । 1945ରେ ଏହାକୁ ଅଙ୍ଗେନିଭାଇଥିବା ବ୍ୟକ୍ତିମାନେ/ଭେଟେରାନମାନେ ଚଳିତ ବର୍ଷ VE DAYକୁ କୋରୋନା ଭାଇରସ ସଂକ୍ରମଣ ସତ୍ତ୍ବେ ପାଳନ କରୁଛନ୍ତି । ସର୍ବସାଧାରଣ ପ୍ୟାରେଡରେ ସାଥୀମାନଙ୍କ ବଦଳରେ ବ୍ୟକ୍ତିଗତ ଭାବରେ ପ୍ରିୟଜନଙ୍କ ସହ ସ୍ମୃତି ବାଣ୍ଟୁଛନ୍ତି । ଅଧିକ ପଢନ୍ତୁ...

ୟୁରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତିର 75ବର୍ଷ ପୂର୍ତ୍ତି ପାଳନ
ୟୁରୋପରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତିର 75ବର୍ଷ ପୂର୍ତ୍ତି ପାଳନ

ଲଣ୍ଡନ: କୋରୋନା ଭୟାବହତା ଭିତରେ ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତି ପାଳନ କରୁଛି ୟୁରୋପ । ଆଜିର ଦିନରେ ଫ୍ରାନ୍ସର ରେମ୍ସ ସହରରେ ଜର୍ମାନ ଜେନେରାଲ ଆଲଫ୍ରେଡ ଜୋଲଙ୍କ ଆତ୍ମସମର୍ପଣର ଶବ୍ଦ ସାରା ବିଶ୍ବରେ ବ୍ୟାପିଗଲା । ନ୍ୟୁୟର୍କରୁ ଲଣ୍ଡନ, ପ୍ୟାରିସ ଏବଂ ମସ୍କୋ ପର୍ଯ୍ୟନ୍ତ ଉତ୍ସବ ଆରମ୍ଭ ହେଲା । 1945 ମସିହା ମେ 8 ତାରିଖରେ ୟୁରୋପରେ ଯୁଦ୍ଧ ସମାପ୍ତ ହେଲା ।

ତା’ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଦେଶକୁ ସମ୍ବୋଧିତ କରି ଅସ୍ତ୍ରବିରତି ଘୋଷଣା କରିଥିଲେ । ଏହା ସହ ୟୁରୋପର ଲୋକମାନେ ରାସ୍ତାଘାଟରେ ନାଚ ଗୀତ ସହିତ ବିଜୟ ଉଲ୍ଲାସ ପାଳନ କରିଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ ଭେଟେରାନ କେନ ହେ 8 ମଇ 1945କୁ ମଧ୍ୟ ମନେ ରଖିଛନ୍ତି । ଏହା ୟୁରୋପରେ ଯୁଦ୍ଧ ସମାପ୍ତ ପାଇଁ ବରଂ ସେ ଆଜି ଦିନରେ ନିଜ ଭାଇ ସହ ଭେଟିଥିଲେ । ସେ ନିଜ ଭାଇ ସହ ନର୍ମାଣ୍ଡିରେ ଯୁଦ୍ଧରେ ଭାଗ ନେଇଥିଲେ । ସେଠାରେ ଶତ୍ରୁପକ୍ଷ ଦ୍ବାରା ବନ୍ଦୀ ହେବା ପରେ ସେମାନଙ୍କୁ ପୋଲାଣ୍ଡକୁ ନିଆଯାଇଥିଲା । ୟୁରୋପ ଦିବସରେ ବିଜୟର କିଛି ଦିନ ପୂର୍ବରୁ ବ୍ରିଟିଶ ଓ ଆମେରିକୀୟ ସୈନ୍ୟମାନେ କେନଙ୍କୁ ଉଦ୍ଧାର କରି ବ୍ରିଟେନକୁ ଫେରିଥିଲେ ।

Europe marks 75th anniversary of end of WWII

ଏହାପରେ ଲଣ୍ଡନରେ ହଜାର ହଜାର ବିପ୍ଳବକାରୀ ବକିଙ୍ଗହାମ ପ୍ୟାଲେସ, ମଲ୍ ଓ ଟ୍ରାଫାଲଗଡ ସ୍କୋୟାରରେ ବ୍ରିଟିଶ ପତାକାକୁ ଧରି ଆନନ୍ଦିତ ହୋଇଥିଲେ । ଦୀର୍ଘବର୍ଷ ଧରି ଯୁଦ୍ଧକାଳୀନ ପ୍ରତିବନ୍ଧକ ଓ ଦ୍ବନ୍ଦ୍ବ ପରେ ଲୋକମାନେ ଯୁଦ୍ଧର ଘନଘଟାରୁ ବାହାରି ସାଧାରଣ ଜୀବନକୁ ଫେରିବାକୁ ବେଶ ବ୍ୟଗ୍ର ଥିଲେ ।

ଲଣ୍ଡନବାସୀ ରାସ୍ତାରେ ଉତ୍ସବ ପାଳନ କରିଥିଲେ । ଅନେକ ବକିଙ୍ଗହାମ ପ୍ୟାଲେସକୁ ଶୋଭାଯାତ୍ରାରେ ଯାଇଥିଲେ । ଯେଉଁଠାରେ ରାଜା ଷଷ୍ଠ ଜର୍ଜ, ତାଙ୍କ ପତ୍ନୀ ରାଣୀ ଏଲିଜାବେଥ, ରାଜକୁମାରୀ ଏଲିଜାବେଥ, ମାର୍ଗେଟ ଓ ଚର୍ଚ୍ଚିତ ୱିନଷ୍ଟନ୍ ଚର୍ଚ୍ଚିଲ ବାଲକୋନୀରେ ଦେଖାଦେଇଥିଲେ । ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ଜୁଲାଇ 1945ରେ, ବର୍ଲିନରେ ଅନେକ ଅଟ୍ଟାଳିକା ନଷ୍ଟ ବା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ସୁଟିଂ ହୋଇଥିବା ଏକ ଚିତ୍ରରୁ ଜଣାପଡିଛି । କିନ୍ତୁ ରାଜଧାନୀର ଅନ୍ୟତମ ପ୍ରସିଦ୍ଧ ସ୍ଥାନ ବ୍ରାଣ୍ଡେନବର୍ଗ ଗେଟ ଅକ୍ଷୁର୍ଣ୍ଣ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.