ETV Bharat / international

ଇଣ୍ଡୋନେସିଆରେ ଭୂକମ୍ପ ଝଟକା, ସୁନାମି ଆଲର୍ଟ - ଜାଭା ଦ୍ବୀପ

ଇଣ୍ଡୋନେସିଆର ସୁମାତ୍ରା ଏବଂ ଜାଭା ଦ୍ବୀପରେ ଭୂକମ୍ପ ଝଟ୍‌କା ପରେ ସୁନାମୀ ଚେତାବନୀ ଜାରି କରାଯାଇଛି।

ଫାଇଲ ଫଟୋ
author img

By

Published : Aug 2, 2019, 8:37 PM IST

ଜାକର୍ତ୍ତା: 6.8 ତୀବ୍ରତାର ଭୂକମ୍ପ ଝଟକାରେ ଦୋହଲିଲା ଇଣ୍ଡୋନେସିଆର ସୁମାତ୍ରା ଏବଂ ଜାଭା ଦ୍ବୀପ । ତେବେ ଭୂକମ୍ପ ପରେ ଉଭୟ ଦ୍ବୀପର ଦକ୍ଷିଣ-ପଶ୍ଚିମ ପ୍ରଦେଶରେ ସୁନାମୀ ଚେତାବନୀ ଜାରି କରାଯାଇଛି।

ତେବେ ଭୂକମ୍ପ ପରେ ଭୟରେ ସମସ୍ତେ ଘରୁ ବାହାରି ଯାଇଥିଲେ । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ବାନଟେନ୍‌ ଉପକୂଳରେ ଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଇଣ୍ଡୋନେସିଆ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.