ETV Bharat / international

ବିବାଦୀୟ ପ୍ରତ୍ୟାର୍ପଣ ବିଲ୍‌ ବିରୋଧରେ ହଂକଂରେ ବିକ୍ଷୋଭ - protest

ବିବାଦୀୟ ପ୍ରତ୍ୟାର୍ପଣ ବିଲ୍‌ ବିରୋଧରେ ହଂକଂରେ ଆଜି ବିକ୍ଷୋଭ କରାଯାଇଛି ।

ଫଟୋ ସୌଜନ୍ୟ: ଦି ଗାର୍ଡିଆନ
author img

By

Published : Jul 7, 2019, 10:40 PM IST

ହଂକଂ: ସରକାରଙ୍କ ବିବାଦୀୟ ପ୍ରତ୍ୟାର୍ପଣ ବିଲ୍‌ ବିରୋଧରେ ହଂକଂରେ ଆଜି ବିକ୍ଷୋଭ କରାଯାଇଛି । ଦଶ ହଜାରରୁ ଅଧିକ ବିକ୍ଷୋଭକାରୀମାନେ ଏହି ବିଲକୁ ଖାରଜ କରାଯିବାକୁ ଗଣଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା ।

ଗୃହୀତ ହୋଇଥିବା ବିଲରେ ହଂକଂ ଅଧିବାସୀମାନଙ୍କୁ କମ୍ୟୁନିଷ୍ଟ ଚୀନ ଦ୍ବାରା ନିୟନ୍ତ୍ରିତ କୋର୍ଟରେ ବିଚାର କରାଯିବ ବୋଲି ଉଲ୍ଲେଖ ରହିଛି । ତେଣୁ ହଂକଂବାସୀ ଏହାକୁ ବିରୋଧ କରୁଛନ୍ତି ।

ହଂକଂ ‘ଗୋଟିଏ ଦେଶ ଦୁଇ ବ୍ୟବସ୍ଥା’ ନୀତିରେ ପରିଚାଳିତ । ଯଦି ଏହା ଚୀନ ଶାସନର ଅନ୍ତର୍ଗତ ହୁଏ ତେବେ ଏହାର ସ୍ବାଧୀନତା ରହିବ ନାହିଁ । ଏପରିକି ହଂକଂବାସୀଙ୍କ ବିକ୍ଷୋଭ କରିବାର ଅଧିକାର କି ମୁକ୍ତ ନ୍ୟାୟିକ ବ୍ୟବସ୍ଥା ରହିବ ନାହିଁ ।

Intro:Body:

te

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.