ETV Bharat / international

ହଂକଂରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ ବିରୋଧରେ ଗଣତନ୍ତ୍ର ସମର୍ଥକଙ୍କ ପ୍ରଦର୍ଶନ - democracy protester Hong Kong

ହଂକଂରେ ଚୀନ ବିରୋଧୀ ନାରା ସହ ଉଡିଛି ଭାରତୀୟ ଜାତୀୟ ପତାତାକା ତ୍ରିରଙ୍ଗା । ଚୀନର ମନମୁଖୀ ଶାସନ ଯୋଗୁଁ ଡ୍ରାଗନ ବିରୋଧରେ ପ୍ରଦର୍ଶନ କରିଛନ୍ତି ହଂକଂ ନାଗରିକ । ଅଧିକ ପଢନ୍ତୁ...

ହଂକଂରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ ବିରୋଧରେ ଗଣତନ୍ତ୍ର ସମର୍ଥକଙ୍କ ପ୍ରଦର୍ଶନ

author img

By

Published : Oct 2, 2020, 8:48 PM IST

ହଂକଂ: ଏଲଏସିରେ ସଂଘର୍ଷ ମଧ୍ୟରେ ଚୀନକୁ ଲାଗିଛି ବଡ ଝଟକା । ହଂକଂରେ ଚୀନ ବିରୋଧୀ ନାରା ସହ ଉଡିଛି ଭାରତୀୟ ଜାତୀୟ ପତାତାକା ତ୍ରିରଙ୍ଗା । ଚୀନର ମନମୁଖୀ ଶାସନ ଯୋଗୁଁ ଡ୍ରାଗନ ବିରୋଧରେ ପ୍ରଦର୍ଶନ କରିଛନ୍ତି ହଂକଂ ନାଗରିକ ।

ଗୁରୁବାର ଚୀନ ରାଷ୍ଟ୍ରୀୟ ଦିବସ ଅବସରରେ ହଂକଂରେ ଗଣତନ୍ତ୍ରର ସମର୍ଥକ ପ୍ରଦର୍ଶନକାରୀ ତ୍ରିରଙ୍ଗା ଉଡାଇବା ସହ ଡ୍ରାଗନକୁ ବିରୋଧ କରିଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ଚୀନ ସାମ୍ବାଦିକ ଫଟୋକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯାହାକି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଚୀନ ରାଷ୍ଟ୍ରୀୟ ଦିବସ ଅବସରରେ ହଂକଂ ନାଗାରିକ ଚୀନ ବିରୋଧରେ ଜୋରଦାର ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନକାରୀ ନିଜ ଶରୀରରେ ତ୍ରିରଙ୍ଗା ଘୋଡାଇଥିବାର ଦେଖିବାକୁ ମିଳିଥିଲା । ତେବେ ଗଣମାଧ୍ୟକର୍ମୀ ଭାରତୀୟ ତ୍ରିରଙ୍ଗା ଉଡାଉଥିବା ପ୍ରଦର୍ଶନକାରୀଙ୍କୁ ଏହାର କାରଣ ପଚାରିଥିଲେ । ତେବେ ଏହାର ଜବାବବରେ ହଂକଂ ପ୍ରଦର୍ଶନକାରୀ କହିଛନ୍ତି, ଭାରତ ଚୀନ ବିରୋଧରେ ଲଢୁଛି । ଏଥିପାଇଁ ସେ ଆମର ବନ୍ଧୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.