ETV Bharat / international

ଇମ୍ରାନ ସରକାରଙ୍କୁ ବଡ ଝଟକା, ପୂନର୍ବାର ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ - ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ

ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ରୁ ପାକିସ୍ତାନକୁ ମିଳିଲା ବଡ ଝଟକା । ଏଫଏଟିଏଫ ବୈଠକରେ ପାକିସ୍ତାନକୁ ପୂନର୍ବାର ଗ୍ରେ ଲିଷ୍ଟରେ ରଖିବାକୁ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ଇମ୍ରାନ ସରକାରଙ୍କୁ ବଡ ଝଟକା, ପୂନର୍ବାର ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

author img

By

Published : Oct 21, 2021, 10:54 PM IST

ଲାହୋର: ବିଶ୍ବବ୍ୟାପୀ ସମାଲୋଚନାର ସାମ୍ନା ଓ କଡାଚେତାବନୀ ସତ୍ତ୍ବେ ଆତଙ୍କବାକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ । ଏହି ମଧ୍ୟରେ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ରୁ ପାକିସ୍ତାନକୁ ମିଳିଛି ବଡ ଝଟକା । ଏଫଏଟିଏଫ ବୈଠକରେ ପାକିସ୍ତାନକୁ ପୂନର୍ବାର ଗ୍ରେ ଲିଷ୍ଟରେ ରଖିବାକୁ ନିଆଯାଇଛି ନିଷ୍ପତ୍ତି ।

ଗ୍ରେ ଲିଷ୍ଟରୁ ବାହାରିବା ପାଇଁ ପ୍ରୟାସ ଜାରି ରଖିଥିଲା ପାକିସ୍ତାନ । ମାତ୍ର ଏଥିରେ ତାକୁ ସଫଳତା ମିଳିନି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ନେଇ ପାକିସ୍ତାନ ଉପରେ କ୍ରମାଗତ ଆଭିଯୋଗ ଲାଗିଆସୁଛି ।

ପାକିସ୍ତାନ ଗ୍ରେ ଲିଷ୍ଟରେ ରହିଲେ ଏହା ବିଶ୍ବ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ବିଶ୍ବ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ୟୁରୋପୀୟ ୟୁନିଅନ ଭଳି ଅନ୍ତରାଷ୍ଟ୍ରୀୟ ଅନୁଷ୍ଠାନଗୁଡିକରୁ ଆର୍ଥିକ ସହାୟତା ପାଇବା ଅଧିକ କଷ୍ଟସାଧ୍ୟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.