ETV Bharat / international

ଭାରତକୁ ପାକର ଚେତାବନୀ, ପାକିସ୍ତାନ ସବୁ ଆକ୍ରମଣକୁ ପ୍ରତିହତ କରିବ

ପାକିସ୍ତାନର ମୁଖ୍ୟ ସେନା ଅଧିକାରୀ(COAS) ଜେନେରାଲ କାମାର ଜାଭେଦ ବାଜୱା ପାକିସ୍ତାନ ପଞ୍ଚମ ପୀଢି ବା ହାଇବ୍ରିଡ ଯୁଦ୍ଧ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ରବିବାର ରାୱଲପିଣ୍ଡିର ଜେନେରାଲ ହେଡକ୍ବାର୍ଡରରେ ପ୍ରତିରକ୍ଷା ଓ ସହିଦ ଦିବସ ପାଳନ ଅବସରରେ ଉଦବୋଧନ ଦେଇ ବାଜୱା ଏହା କହିଛନ୍ତି । ଅଧିକ ପଢନ୍ତୁ...

ଭାରତକୁ ପାକର ଚେତାବନୀ, ପାକିସ୍ତାନ ସବୁ ଆକ୍ରମଣକୁ ପ୍ରତିହତ କରିବ
ଭାରତକୁ ପାକର ଚେତାବନୀ, ପାକିସ୍ତାନ ସବୁ ଆକ୍ରମଣକୁ ପ୍ରତିହତ କରିବ
author img

By

Published : Sep 7, 2020, 7:21 PM IST

ଇସଲାମାବାଦ: ପାକିସ୍ତାନର ମୁଖ୍ୟ ସେନା ଅଧିକାରୀ(COAS) ଜେନେରାଲ କାମାର ଜାଭେଦ ବାଜୱା ପାକିସ୍ତାନ ପଞ୍ଚମ ପୀଢି ବା ହାଇବ୍ରିଡ ଯୁଦ୍ଧ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ରବିବାର ରାୱଲପିଣ୍ଡିର ଜେନେରାଲ ହେଡକ୍ବାର୍ଡରରେ ପ୍ରତିରକ୍ଷା ଓ ଶହୀଦ ଦିବସ ପାଳନ ଅବସରରେ ଉଦବୋଧନ ଦେଇ ବାଜୱା ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଏକ ଦେଶ ପାଇଁ ପାକିସ୍ତାନ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇଛି । ପଞ୍ଚମ ପୀଢି କିମ୍ବା ହାଇବ୍ରିଡ ଯୁଦ୍ଧ ଦ୍ବାରା ବିଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ପାକ ତଥା ଏହାର ସଶସ୍ତ୍ର ବାହିନୀକୁ ଅସମ୍ମାନ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ଏହାର ପ୍ରମୁଖ ଲକ୍ଷ୍ୟ ରହିଛି । ହେଲେ ଏହି ବିପଦ ବିଷୟରେ ଆମେ ଭଲଭାବେ ଅବଗତ ରହିଛୁ, ଆମେ ନିଶ୍ଚିତ ଏହି ଯୁଦ୍ଧରେ ଜିତିବାରେ ସଫଳ ହେବୁ ବୋଲି ସେ କହିଛନ୍ତି।

ଭାରତର ନାମ ଉଲ୍ଲେଖ ନ କରି ସେ ଏକ ଖୋଲା ଏବଂ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଯୁଦ୍ଧ ହୁଏ ତେବେ ପାକିସ୍ତାନ ପ୍ରତ୍ୟେକ ଆକ୍ରମଣର ଉପଯୁକ୍ତ ପ୍ରତିକ୍ରିୟା ଦେବ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.