ETV Bharat / international

ବାଂଲାଦେଶରେ ପିଆଜ ଦର 220! - international news

ହୁ ହୁ ହୋଇ ବଢୁଛି ପିଆଜ ଦର । ଭାରତ ପରେ ଏବେ ପଡୋଶୀ ବାଂଲାଦେଶର ଲୋକଙ୍କୁ କନ୍ଦାଉଛି ପିଆଜ । 30 ଟଙ୍କାରୁ ପିଆଜ ଦର ଏବେ 220 ଟଙ୍କା ଛୁଇଁଥିବା ଜଣାପଡିଛି। ଅଧିକ ପଢନ୍ତୁ...

ବାଂଲାଦେଶରେ ପିଆଜ ଦର 220!
author img

By

Published : Nov 18, 2019, 8:14 AM IST

Updated : Nov 18, 2019, 9:36 AM IST

ଢାକା: ପଡୋଶୀ ବାଂଲାଦେଶୀ ଲୋକଙ୍କୁ ଏବେ କନ୍ଦାଉଛି ପିଆଜ। ବର୍ତ୍ତମାନ ବାଂଲାଦେଶରେ ପିଆଜ ଦର 220ରେ ପହଞ୍ଚିଛି। ଫଳରେ ପିଆଜ କିଣିବା ପୂର୍ବରୁ ଲୋକଙ୍କୁ ଭାବିବାକୁ ପଡୁଛି। ଏପଟେ ପିଆଜର ଅଭାବ ଯୋଗୁଁ ଅନ୍ୟସ୍ଥାନରୁ ବିମାନ ଯୋଗେ ପିଆଜ ଆମଦାନୀ କରାଯାଉଥିବା କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ।

bangladesh pm sekh hasina
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ସେ ନିଜେ ମଧ୍ୟ ନିଜ ଖାଦ୍ୟରେ ପିଆଜକୁ ସାମିଲ କରିବା ବନ୍ଦ କରିଦେଇଛନ୍ତି । ଢାକାସ୍ଥିତ ପ୍ରଧାନମନ୍ତ୍ରୀ ଆବସରେ କୌଣସି ବି ଖାଦ୍ୟ ପଦାର୍ଥରେ ପିଆଜର ବ୍ୟବହାର କରାଯାଉ ନାହିଁ । ଖାଉଟିଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ମିଆଁମାର, ତୁର୍କୀ, ଏବଂ ଚୀନରୁ ଅଣାଯାଉଛି ପିଆଜ।

ଭାରତରେ ଚଳିତ ବର୍ଷ ପ୍ରବଳ ବର୍ଷାରେ ପିଆଜ ଚାଷ ନଷ୍ଟ ହେବା ଫଳରେ ଆମଦାନୀ ହୋଇ ପାରିନାହିଁ । ତେଣୁ 30 ଟଙ୍କାରେ ବିକ୍ରି ହେଉଥିବା ପିଆଜ ବର୍ତ୍ତମାନ 220 ଟଙ୍କାରେ ପହଞ୍ଚିଛି। ବାଂଲାଦେଶର କେତେକ ସ୍ଥାନରେ ପିଆଜର ଦର 260 ମଧ୍ୟ ରହିଥିବା ଜଣାପଡିଛି।

Intro:Body:

BLANK FOR  LINK 

Conclusion:
Last Updated : Nov 18, 2019, 9:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.