ETV Bharat / international

ଫେକ ଆକାଉଣ୍ଟ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜର୍ଦାରୀ ଗିରଫ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ସୋମବାର ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ କରାଯାଇଛି । ଏହି ମାମଲାରେ ତାଙ୍କ ଭଉଣୀ ମଧ୍ୟ ସାମିଲ ରହିଥିବା ସୂଚନା ମିଳିଛି । ମାତ୍ର ତାଙ୍କ ଉଉଣୀ ଫରୟାଲ ତାଲପୁରଙ୍କୁ ଏ ଯାଏଁ ଗିରଫ କରାଯାଇନାହିଁ ।

ଡିଜାଇନ ଫଟୋ
author img

By

Published : Jun 10, 2019, 7:56 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ସୋମବାର ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଏହି ମାମଲାରେ ଇସଲାମାବାଦ ହାଇକୋର୍ଟ ଜର୍ଦାରୀଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଫଳରେ ସୋମବାର ତାଙ୍କୁ ନିଜ ଇସଲାମବାଦସ୍ଥିତ ବାସଭବନରୁ ପୋଲିସ ଗିରଫ କରିଛି ।

nab-has
ଫଟୋ ସୌଜନ୍ୟ: ଏନଆଇ

ସୂଚନା ଅନୁସାରେ ଜର୍ଦାରୀଙ୍କ କମ୍ପାନୀ ନାମରେ ୩ କୋଟି ଟଙ୍କା ହେରଫେର ଦୁର୍ନୀତି ମାମଲା ରହିଛି । ରବିବାର ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନଏବି) ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲା । ଫଳରେ ସୋମବାର ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ନିର୍ଦ୍ଦେଶକ ତଥା ପୂର୍ବତନ ରାଷ୍ଟ୍ରପତି ଜର୍ଦାରୀଙ୍କୁ ନିଜ ବାସଭବନ ଏଫ୍‌-8 ସେକ୍ଟରରୁ ଗିରଫ କରାଯାଇଛି ।

ଜର୍ଦାରୀଙ୍କ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କା ଦେଶ ବାହାରକୁ ସ୍ଥାନାନ୍ତର କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଏହି ମାମଲାରେ ତାଙ୍କ ଭଉଣୀ ମଧ୍ୟ ସାମିଲ ରହିଥିବା ସୂଚନା ମିଳିଛି । ମାତ୍ର ତାଙ୍କ ଉଉଣୀ ଫରୟାଲ ତାଲପୁରଙ୍କୁ ଏ ଯାଏଁ ଗିରଫ କରାଯାଇନାହିଁ ।

Intro:Body:

dfsf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.