ETV Bharat / international

ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ​ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା - ପାକିସ୍ତାନର ମାଲାଲା

ବିବାହ ବନ୍ଧନରେ ବାନ୍ଧିହେଲେ ପାକିସ୍ତାନର ସର୍ବ କନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ।

ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ​ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା

author img

By

Published : Nov 10, 2021, 8:32 AM IST

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ । ସେ ବିବହ କରିଥିବା ନେଇ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।

  • Today marks a precious day in my life.
    Asser and I tied the knot to be partners for life. We celebrated a small nikkah ceremony at home in Birmingham with our families. Please send us your prayers. We are excited to walk together for the journey ahead.
    📸: @malinfezehai pic.twitter.com/SNRgm3ufWP

    — Malala (@Malala) November 9, 2021 " class="align-text-top noRightClick twitterSection" data=" ">

ଟ୍ବିଟରେ ଫଟୋ ପୋଷ୍ଟ କରି ମଲାଲା କହିଛନ୍ତି ଯେ, 'ଆଜି ମୋ ଜୀବନର ଏକ ମୂଲ୍ୟବାନ ଦିନ ଅଟେ । ଅସର୍ ଏବଂ ମୁଁ ଜୀବନର ସହଭାଗୀ ହେବାକୁ ପ୍ରତିଶ୍ରୁତି ବଦ୍ଧ ହେଲୁ । ଆମେ ବର୍ମିଂହାମରେ ଆମ ପରିବାର ସହିତ ଏକ ଛୋଟ ବିବାହ ସମାରୋହ ପାଳନ କରିଥିଲୁ । ଆମକୁ ଆଶୀର୍ବାଦ କରନ୍ତୁ । ଆଗକୁ ଏକାଠି ଯାତ୍ରା କରିବା ପାଇଁ ଉଭୟ ବେଶ୍ ଉତ୍କଣ୍ଠିତ ଅଛୁ ।'

ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ​ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା
ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ​ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା
ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ​ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା
ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ​ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା

ମଲାଲାଙ୍କୁ ଏବେ ମାତ୍ର ୨୪ ବର୍ଷ । ନାରୀ ଶିକ୍ଷା ପାଇଁ ପାକିସ୍ତାନୀ କାର୍ଯ୍ୟକର୍ତ୍ତା ତଥା ଇତିହାସର ସର୍ବକନିଷ୍ଠ ନୋବେଲ ପୁରସ୍କାର ବିଜେତା ହୋଇଥିଲେ ମଲାଲା । ତାଙ୍କୁ ୧୬ ବର୍ଷ ବୟସ ହୋଇ ଥିବାବେଳେ ସେ ଜାତିସଙ୍ଘ ମୁଖ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଭାଷଣ ଦେଇଥିଲେ ।

ତାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନ ଦେଶରେ ପ୍ରଥମ କରି ଶିକ୍ଷା ବିଲ୍ ପ୍ରଣୟନ କରିଥିଲା । ସେ ତାଙ୍କ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଘଟଣା ବିଷୟରେ 'ଆଇ ଆମ୍ ମଲାଲା' ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.