ETV Bharat / international

କାବୁଲରେ ଭୟଙ୍କର ବିସ୍ଫୋରଣ; 8 ମୃତ, 15ରୁ ଊର୍ଦ୍ଧ୍ବ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏଥିରେ 8 ଜଣ ପ୍ରାଣ ହରାଇଥିବା ବେଳେ 15 ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

author img

By

Published : Dec 20, 2020, 2:26 PM IST

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ; 8 ମୃତ, 15ରୁ ଉର୍ଦ୍ଧ୍ବ ଆହତ

କାବୁଲ:ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏଥିରେ 8 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ କାବୁଲ ସହରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆଠ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 15ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ।

ସୁରକ୍ଷାକର୍ମୀମାନେ ବିସ୍ଫୋରଣସ୍ଥଳକୁ ଘେରାବନ୍ଦୀ କରି ରଖିଛନ୍ତି । ତେବେ ଶାନ୍ତି ପାଇଁ ତାଲିବାନ ଓ ଆଫଗାନ ସରକାର ମଧ୍ୟରେ ବୁଝାମଣା ଚାଲିଥିବା ବେଳେ ଏଭଳି ହିଂସାକାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.