ଢାକା: ଭୂମିକମ୍ପରେ ଥରିଲା ବାଲାଂଦେଶ। ଶନିବାର ସକାଳ 8 ଟା 51 ସମୟରେ ବାଲାଂଦେଶର ଭୂମିକମ୍ପ ଅନୁଭୂତ ହୋଇଛି ।
ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 4.1 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି ।
ସେହିପରି ଅକ୍ଟୋବର 21ରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିମକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତୀବ୍ରତା 4.2 ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପ କେନ୍ଦ୍ରସ୍ଥଳରୁ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗର 35 କିଲୋମିଟର ଏସଏସଡବ୍ଲ୍ୟୁରେ ଘଟିଥିଲା ବୋଲି ଏନସିଏସ ଟ୍ୱିଟରେ କୁହାଯାଇଥିଲା ।