ETV Bharat / international

ଆଫଗାନିସ୍ତାନ କାର ବମ୍ ବିସ୍ଫୋରଣ ଘଟଣା, 8 ମୃତ 30 ଆହତ - କାର୍ ବମ୍ ବିସ୍ଫୋରଣ ଘଟଣା

କାର ବମ ବିସ୍ଫୋରଣ। ଆଫଗାନିସ୍ତାନ ଲୋଗାର ପ୍ରଦେଶର ରାଜଧାନୀ ପୁଲ-ଇ-ଆଲାମ ସହରରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି।

ଆଫଗାନିସ୍ତାନ କାର୍ ବମ୍ ବିସ୍ଫୋରଣ ଘଟଣା, 8 ମୃତ 30 ଆହତ

author img

By

Published : Jul 31, 2020, 8:10 AM IST

କାବୁଲ: ଆଫଗାନିସ୍ତାନରେ କାର ବମ ବିସ୍ଫୋରଣ। ଏଥିରେ ଲୋଗାର ପ୍ରଦେଶର ରାଜଧାନୀ ପୁଲ-ଇ-ଆଲାମ ସହରରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି।

ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଏକ ବିବୃତ୍ତିରେ ଟୋଲୋ ନ୍ୟୁଜ୍ କହିଛି ଯେ, ପୁଲ-ଇ-ଆଲାମ ସହରରେ ଆତଙ୍କବାଦୀମାନେ ଏକ କାର ବୋମା ବିସ୍ଫୋରଣ କରିଥିଲେ। ଯେଉଁଥିରେ 8 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ 30 ଜଣ ଆହତ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ କେହି ଦାୟୀ ବୋଲି ଦାବି କରିନାହାଁନ୍ତି। ତେବେ ତାଲିବାନ ଏହାର ସମ୍ପୃକ୍ତିକୁ ଅସ୍ୱୀକାର କରିଥିବା ଜଣାଯାଇଛି।

ଏପଟେ ଜୁଲାଇ 28 ରେ ତାଲିବାନ କହିଛି ଯେ ଇଦ୍ ଅଲ-ଅଧା ମୁସଲମାନମାନଙ୍କ ଅନ୍ୟତମ ମହୋତ୍ସବ ପାଇଁ ସେମାନେ ଆଫଗାନିସ୍ତାନରେ 3 ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନ କରିବେ। ଏହି ପର୍ବ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଅଗଷ୍ଟ 3 ରେ ଶେଷ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.