ETV Bharat / international

ଉଜବେକିସ୍ତାନରେ ଆଫଗାନିସ୍ତାନ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ

author img

By

Published : Aug 16, 2021, 7:13 PM IST

ଉଜବେକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାଲିବାନର ଏକ ସୈନ୍ୟ ବିମାନ । ବିମାନ ଦୁର୍ଘଟଣା ନେଇ ଉଜବେକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଛି ସୂଚନା । ଅଧିକ ପଢନ୍ତୁ...

ଉଜବେକିସ୍ତାନରେ ଆଫଗାନିସ୍ତାନ ସୈନ୍ୟବିମାନ ଦୁର୍ଘଟଣାଗ୍ରସ୍ତ

ତାସକେଣ୍ଟ: ତାଲିବାନ କବଜାରେ ଥିବା ଆଫଗାନିସ୍ତାନରେ ସ୍ଥିତି ସମ୍ପୂର୍ଣ୍ଣ ଭୟାବହ । ଆଫଗାନିସ୍ତାନକୁ ପୁନର୍ବାର ଫେରିଛି ତାଲିବାନ ରାଜ । ଦୋହଲୁଥିବା ଶାସନ ବ୍ୟବସ୍ଥା ମଧ୍ୟରେ ଆଫଗାନିସ୍ତାନ ସେନାକୁ ଲାଗିଛି ବଡ ଝଟକା ।

ଉଜବେକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାଲିବାନର ଏକ ସୈନ୍ୟ ବିମାନ । ବିମାନ ଦୁର୍ଘଟଣା ନେଇ ଉଜବେକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ଉଜବେକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଜରିଆରେ ଋଷ ନ୍ୟୁଜ ଏଜେନ୍ସିର କହିବାନୁଯାୟୀ, ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ବଞ୍ଚିଯାଇଛି । ଗତ କିଛିଦିନ ପୂର୍ବରୁ ଚିକିତ୍ସା ସହାୟତା ପାଇଁ ସୀମା ପାର କରି ଉଜବେକିସ୍ତାନରେ ପ୍ରବେଶ କରିଥିବା ୮୪ ଆଫଗାନ ସୈନ୍ୟଙ୍କୁ ଗିରଫ କରିଥିଲେ ସେଠାକାର ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.