ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ତୀବ୍ରତା 7.4 ରେକର୍ଡ - earthquake-strikes-new-zealands-coast

ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରିକ୍ଟର ସ୍କେଲରେ ତୀବ୍ରତା 7.4 ରେକର୍ଡ କରାଯାଇଛି।

ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ତୀବ୍ରତା 7.4 ରେକର୍ଡ

author img

By

Published : Jun 19, 2020, 7:25 AM IST

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂ କମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରିକ୍ଟର ସ୍କେଲରେ ତୀବ୍ରତା 7.4 ରେକର୍ଡ କରାଯାଇଛି। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସୂଚନା ଦେଇ କହିଛି। ତେବେ କିର୍ମାଡେକ୍ ଦ୍ୱୀପପୁଞ୍ଜର ଦକ୍ଷିଣରେ ପ୍ରାୟ 33 କିଲୋମିଟର ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।

ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ମଧ୍ୟ ଚେତାବନୀ ଦେଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ତଥା ଅସାଧାରଣ ସ୍ରୋତ ଓ ଉପକୂଳରେ ବିପଦ ଆଶଙ୍କା ରହିଛି।

କିର୍ମାଡେକ୍ ଆଇଲ୍ୟାଣ୍ଡର ଭୂକମ୍ପ ପରେ M7.4 ସାଉଥ୍ ନ୍ୟୁଜିଲାଣ୍ଡ ପାଇଁ କୌଣସି ସୁନାମି ବିପଦ ନାହିଁ। ଏନେଇ ଅଫିସିଆଲ୍ ପୃଷ୍ଠାରେ ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଟୁଇଟ୍ କରି କହିଛି।

ବର୍ତ୍ତମାନର ସୂଚନାକୁ ଆଧାର କରି ପ୍ରାରମ୍ଭିକ ମୂଲ୍ୟାଙ୍କନ ହେଉଛି ଯେ ଭୂକମ୍ପ ହେବାର ସମ୍ଭାବନା ନାହିଁ। ଏକ ସୁନାମି ଯାହା ନ୍ୟୁଜିଲାଣ୍ଡ ପାଇଁ ବିପଦ ସୃଷ୍ଟି କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.