ETV Bharat / international

ଭୂମିକମ୍ପରେ ଥରିଲା ଜାପାନ

ଭୂମିକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ଯାହାର ତିବ୍ରତା 5.3 ରହିଥିଲା । ଅଧିକ ପଢନ୍ତୁ...

5.3-magnitude quake hits 257 km E of Namie, Japan: USGS
ଭୂମିକମ୍ପରେ ଥରିଲା ଜାପାନ
author img

By

Published : Jul 10, 2021, 6:51 AM IST

ଟୋକିଓ: ଭୂମିକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ଯାହାର ତିବ୍ରତା 5.3 ରହିଥିଲା । ଏନେଇ ୟୁଏସ ଜିଓଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ଜାପାନର ପୂର୍ବ ନାମିରରେ ଏହି ଭୂକମ୍ପ ହୋଇଥିଲା । ଯାହାର ଗଭୀରତା 257 କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

ଶୁକ୍ରବାର ରାତି 20ଟା 23 ମିନିଟ ଏହି ଭୂମିକମ୍ପ ହୋଇଥିଲା । ତେବେ, ଏଥିରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.