ETV Bharat / international

ସିରିଆ ସେନା କାର୍ଯ୍ୟାଳୟ ଉପରେ 3 ବୋମା ବିସ୍ଫୋରଣ

author img

By

Published : Jul 15, 2020, 1:18 PM IST

ଖୁର୍ଦ୍ଦିସରେ ଅବସ୍ଥିତ ସିରିଆ ସେନା କାର୍ଯ୍ୟାଳୟ ଉପରେ ବୋମା ବିସ୍ଫୋରଣ। ଲଗାତର 3 ଟି ବୋମା ବିସ୍ଫୋରଣ କରାଯାଇଛି। ଘଟଣା ବିଷୟରେ ସିରିଆ ଅଲ ୱାର୍ଟନ ଖବରକାଗଜ ସଂସ୍ଥା ଦ୍ବାରା ପ୍ରକାଶ ପାଇଛି।

ସିରିଆ ସେନା କାର୍ଯ୍ୟାଳୟ ଉପରେ 3 ବୋମା ବିସ୍ଫୋରଣ
ସିରିଆ ସେନା କାର୍ଯ୍ୟାଳୟ ଉପରେ 3 ବୋମା ବିସ୍ଫୋରଣ

ସିରିଆ: ଖୁର୍ଦ୍ଦିସରେ ଅବସ୍ଥିତ ସିରିଆ ସେନା କାର୍ଯ୍ୟାଳୟ ଉପରେ ବୋମା ବିସ୍ଫୋରଣ। ଲଗାତର 3 ଟି ବୋମା ବିସ୍ଫୋରଣ କରାଯାଇଛି। ଘଟଣା ବିଷୟରେ ସିରିଆ ଅଲ ୱାର୍ଟନ ଖବରକାଗଜ ସଂସ୍ଥା ଦ୍ବାରା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଏହି ବିସ୍ଫୋରଣ ସାମଗ୍ରୀ ଗୁଡିକୁ ଗୋଟିଏ ପରେ ଗୋଟିଏ ମାଡ କରାଯାଇଥିଲା। ତେବେ ଏଥିରେ ରାକ୍କାର ଅଲ ଖୁର୍ଦ୍ଦିସର ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି । ଯେଉଁଠାରେ ଏସଡିଏଫ୍ ମିଲିଟାରୀ ପ୍ରୋସିକ୍ୟୁଟର ଅଫିସ ଅବସ୍ଥିତ।

ତେବେ ଏହି ଖବରକାଗଜ ସଂସ୍ଥା ବିସ୍ଫୋରଣ ଘରେ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ଦେଇନାହିଁ। 2011 ମସିହାରୁ ସିରିଆ ଗୃହଯୁଦ୍ଧ ଜାରି ରହିଛି। ସିରିଆ ସେନା ନିୟମିତ ଭାବେ କିଛି ଦେଶବିରୋଧୀ ତତ୍ତ୍ବ, ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଲଢେଇ ଜାରି ରଖଛି। ତୁର୍କୀ, ଇରାନ ଓ ରଷ କିଛି ନିର୍ଦ୍ଧିଷ୍ଟ ସଙ୍ଗଠନକୁ ସାହାଯ୍ୟ କରୁଥିବା ବେଳେ ଏହାକୁ ନେଇ ସିରିଆରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.