ETV Bharat / international

ଆଫଗାନିସ୍ତାନରେ ବିସ୍ଫୋରଣ: 15 ମୃତ, 30 ଆହତ

author img

By

Published : Oct 3, 2020, 4:49 PM IST

ଶନିବାର ଅପରାହ୍ନରେ ଆଫଗାନିସ୍ତାନର ପୂର୍ବ ନଙ୍ଗରହର ପ୍ରଦେଶ ଘାନିଖିଲ ଜିଲ୍ଲା ଗଭର୍ଣ୍ଣର କମ୍ପାଉଣ୍ଡ ନିକଟରେ କାର ବୋମା ବିସ୍ଫୋରଣରେ ଅତି କମରେ 15 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ଟୋଲୋ ନ୍ୟୁଜ ପକ୍ଷରୁ ସୂଚନା ମିଳିଛି ।

ଆଫଗାନିସ୍ତାନ ବିସ୍ଫୋରଣରେ 15 ମୃତ
ଆଫଗାନିସ୍ତାନ ବିସ୍ଫୋରଣରେ 15 ମୃତ

କାବୁଲ: ଆଫଗାନିସ୍ତାନ ଭୟାବହ ବିସ୍ଫୋରଣରେ 15 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଶନିବାର ଅପରାହ୍ନରେ ଆଫଗାନିସ୍ତାନର ପୂର୍ବ ନଙ୍ଗରହର ପ୍ରଦେଶ ଘାନିଖିଲ ଜିଲ୍ଲା ଗଭର୍ଣ୍ଣର କମ୍ପାଉଣ୍ଡ ନିକଟରେ ଏକ କାରରେ ହୋଇଥିଲା । ଏନେଇ ଟୋଲୋ ନ୍ୟୁଜ ପକ୍ଷରୁ ସୂଚନା ମିଳିଛି ।

ଏହି ଘଟଣା ସମ୍ପର୍କରେ ନିଶ୍ଚିତ କରି ନଙ୍ଗରହର ଗଭର୍ଣ୍ଣର ମୁଖପାତ୍ର କହିଛନ୍ତି, କିଛି ବନ୍ଧୁକଧାରୀ ଗଭର୍ଣ୍ଣରଙ୍କ କମ୍ପାଉଣ୍ଡରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସୁରକ୍ଷାକର୍ମୀଙ୍କ ଦ୍ବାରା ସେମାନଙ୍କର ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ଅତି କମରେ 8 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଟୋଲୋ ନ୍ୟୁଜ ପକ୍ଷରୁ ପ୍ରକାଶିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.