ETV Bharat / international

ସପ୍ତାହକ ମଧ୍ୟରେ 10 ମିଲିୟମ କୋରୋନା ଟେଷ୍ଟିଂ କରିଛି ଆମେରିକା - କୋଭିଡ ପରୀକ୍ଷା

କୋରୋନାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକାରେ ଚାଲିଛି କୋଭିଡ ପରୀକ୍ଷା। ଦିନକୁ ଦିନ କୋଭିଡ ଟେଷ୍ଟିଂକୁ ବୃଦ୍ଧି କରାଯାଇ ଦେଶର ସଂକ୍ରମଣର ଅନୁଧ୍ୟାନ କରୁଛି ଦେଶ । ଅଧିକ ପଢନ୍ତୁ...

ସପ୍ତାହକ ମଧ୍ୟରେ 10 ମିଲିୟମ କୋରୋନା ଟେଷ୍ଟିଂ କରିଛି ଆମେରିକା

author img

By

Published : May 12, 2020, 10:07 AM IST

ୱାଶିଂଟନ: ଆମେରିକାରେ ଘଟୁଛି ମୃତ୍ୟୁହାର । ଦୈନିକ 2 ହଜାର ପରିବର୍ତ୍ତେ ଏହା ଗତ କିଛି ଦିନ ହେବ 1000 ତଳକୁ ଖସିଛି । ତଥାପି ଆମେରିକାରେ ଚାଲିଛି କୋଭିଡ ପରୀକ୍ଷଣ । କାରଣ ପରୀକ୍ଷଣ ଆଧାରରେ ଦେଶରେ କୋରୋନା ପରିସ୍ଥିତିକୁ ଅନୁଧ୍ୟାନ କରାଯାଇପାରିବ । ତେବେ ଏହି ସପ୍ତାହକ ମଧ୍ୟରେ ଆମେରିକାରେ 10 ମିଲିୟନ କୋରେନା ଟେଷ୍ଟିଂ କରାଯାଇଛି ।

ଆମେରିକା ଏହି ସପ୍ତାହ ମଧ୍ୟରେ ପ୍ରାୟ 10 ମିଲିୟନ ଜଣଙ୍କ ଠାରେ କୋରୋନା ପରୀକ୍ଷା କରିଛି । ଯାହା ଅନ୍ୟ ଦେଶ ତୁଳନାରେ ଦ୍ବିଗୁଣ । ସାଉଥ କୋରିଆ, ଯୁକ୍ତରାଷ୍ଟ୍ର, ଫ୍ରାନ୍ସ, ଜାପାନ, ଫିନଲ୍ୟାଣ୍ଡ ଓ ଅନ୍ୟାନ୍ୟ ଦେଶ ତୁଳନାରେ ୟୁଏସ ଢେର ଅଧିକା ପରୀକ୍ଷା ବୋଲି ଟ୍ରମ୍ପ ଗତକାଲି ହ୍ବାଇଟ ହାଉସରେ କହିଛନ୍ତି । ସୋମବାର ସୁଦ୍ଧା 9 ମିଲିୟନ ଅର୍ଥାତ ଗୋଟିଏ ଦିନରେ 3 ଲକ୍ଷ କୋରୋନା ଟେଷ୍ଟିଂ କରାଯାଉଥିବ ନେଇ ଟ୍ରମ୍ପ କହିଛନ୍ତି ।

ଗତ 3 ସପ୍ତାହ ପୂର୍ବରୁ ଦୈନିକ ଦେଢ ଲକ୍ଷ ଟେଷ୍ଟିଂ କରାଯାଉଥିବାବେଳେ ଏଥିରେ ବୃଦ୍ଧି କରାଯାଇ ଏହା ଲକ୍ଷରେ ପହଞ୍ଚିଛି । ଏଥିରେ 100 ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଟ୍ରମ୍ପ କହିଛନ୍ତି । ଲକଡାଉନ ଓ କ୍ବାରେଣ୍ଟିନ ପରେ ଆମେରିକାରେ ବ୍ୟାପକ କୋରୋନା ଟେଷ୍ଟିଂ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.