ETV Bharat / international

ସର୍ବବୃହତ ଅର୍ଥନୀତି ହେବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆବଶ୍ୟକତା ରହିଛି’

author img

By

Published : Aug 27, 2020, 12:31 AM IST

ଯଦି ଆମେରିକା ସର୍ବବୃହତ ଅର୍ଥନୀତି ହେବାକୁ ଇଚ୍ଛା କରେ ତେବେ ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆବଶ୍ୟକତା ରହିଛି ବୋଲି ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ କହିଛନ୍ତି । ଅଧିକ ପଢନ୍ତୁ...

ସର୍ବବୃହତ ଅର୍ଥନୀତି ହେବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆବଶ୍ୟକତା ରହିଛି’
ସର୍ବବୃହତ ଅର୍ଥନୀତି ହେବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆବଶ୍ୟକତା ରହିଛି’

ୱାଶିଂଟନ: ଯଦି ଆମେରିକା ସର୍ବବୃହତ ଅର୍ଥନୀତି ହେବାକୁ ଇଚ୍ଛା କରେ ତେବେ ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆବଶ୍ୟକତା ରହିଛି ବୋଲି ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ କହିଛନ୍ତି । ରିପବ୍ଲିକାନ୍ ନ୍ୟାସନାଲ କନଭେନସନ୍ 2020କୁ ସମ୍ବୋଧିତ କରି ସେ ଏହା ପ୍ରକାଶ କରିଛନ୍ତି ।

ମେଲାନିଆ ଟ୍ରମ୍ପ କହିଛନ୍ତି ଯେ, ‘ମୁଁ ବିଶ୍ବାସ କରୁଛି, ଆମକୁ ପୁଣି ଥରେ ସର୍ବଶ୍ରେଷ୍ଠ ଅର୍ଥନୀତି ଭାବରେ ଦେଶକୁ ଫେରାଇ ଆଣିବା ପାଇଁ ମୋ ସ୍ବାମୀଙ୍କ ନେତୃତ୍ୱ ଆବଶ୍ୟକ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋ ସ୍ବାମୀ ଆପଣ ଓ ଆପଣଙ୍କ ପରିବାର ପାଇଁ ଲଢିବାକୁ ପ୍ରସ୍ତୁତ । ମୁଁ ଦେଖୁଛି ସେ ଦିନରାତି କେତେ ପରିଶ୍ରମ କରନ୍ତି । ସ୍ୱାମୀଙ୍କୁ ରାଷ୍ଟ୍ରପତି ଏବଂ କମାଣ୍ଡର-ଇନ-ଚିଫ ଭାବରେ ଆଉ ଚାରି ବର୍ଷ ରହିବାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର 3ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.