ETV Bharat / international

‘ବୁଢା ଆଙ୍ଗୁଳି’ ସାଜିଲା ସୋସିଆଲ ମିଡିଆ ସେନସେସନର କାରଣ

ବୁଢା ଆଙ୍ଗୁଳି ପାଲଟିଲା ସୋସିଆଲ ମିଡିଆ ସେନସେସନର ମାଧ୍ୟମ । ରାତାରାତି ଆମେରିକାର ଜଣେ ଛାତ୍ରଙ୍କୁ ସଜାଇଲା ଷ୍ଟାର । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବୁଢା ଆଙ୍ଗୁଳିର ସ୍ବତନ୍ତ୍ରତା ...

ଡିଜାଇନ ଫଟୋ
author img

By

Published : Sep 3, 2019, 12:35 PM IST

ୱାଶିଂଟନ: ସାଧାରଣ ଲୋକଙ୍କୁ ରାତାରାତି ଷ୍ଟାର ବନେଇବାର ମାଧ୍ୟମ ସାଜିଛି ଟିକଟକ ଆପ୍ । କିଏ ନିଜର ଲୁଚି ରହିଥିବା ପ୍ରତିଭା ଦେଖାଇ ଫେମସ ହୁଅନ୍ତି ତ ଆଉ ନିଜର ସୁନ୍ଦରତା ଦେଖାଇ । ହେଲେ ଆମେରିକାର ଜଣେ ଛାତ୍ର ନିଜର ବୁଢା ଆଙ୍ଗୁଳିର ଭିଡିଓ ବନାଇ ଏବେ ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି ।

ସେ ହେଉଛନ୍ତି ଆମେରିକାର ଜୋକବ ପିନା । 5 ଇଞ୍ଚର ବୁଢା ଆଙ୍ଗୁଳି ଭିଡିଓ ସେ ଟିକଟକରେ ସେୟାର କରିଥିଲେ । ଆଉ ତାଙ୍କର ଭିଡିଓ ଏତେ ମାତ୍ରାରେ ସେୟାର ହେଲା ଯେ, ସେ ରାତାରାତି ହୋଇଗଲେ ଫେମସ ।

ନିଜର ବୁଢା ଆଙ୍ଗୁଳିରେ ସେ ବିଭିନ୍ନ ଆକ୍ସନ କରି ଦେଖାଇଛନ୍ତି । ଆଉ ଟିକଟକରେ ବର୍ତ୍ତମାନ ତାଙ୍କର 15 ହଜାରରୁ ଊର୍ଦ୍ଧ୍ବ ଫଲୋୟର୍ସ ହେଲେଣି । ତାଙ୍କର କିଛି ଫ୍ୟାନଙ୍କ କହିବା ଅନୁସାରେ, ଏହା ଜୋକବଙ୍କ ଆଙ୍ଗୁଳି ନୁହେଁ ଖଣ୍ଡା ଭଳି ଲାଗୁଛି ।

ତେବେ ତାଙ୍କୁ ଆଙ୍ଗୁଳିକୁ ନେଇ ଖୁବ ଗର୍ବ କରନ୍ତି ସେ । ଅନ୍ୟ ମାନଙ୍କ ଠାରୁ ମୁଁ ଭିନ୍ନ ହୋଇଥିବାରୁ ଖୁବ ଖୁସି ଲାଗେ ବୋଲି କହିଛନ୍ତି ଜୋକବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.