ଓ୍ବାସିଂଟନ: ଆମେରିକାର ବ୍ରାଡଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଉଡାଯାହାଜ ଦୁର୍ଘଟଣା ଗ୍ରସ୍ତ । ବିମାନ ଦୁର୍ଘଟଣାରେ 7 ଜଣ ଲୋକଙ୍କ ମୃତ୍ୟ ହୋଇଛି ।
ବୋଇଂ ବି-17 ବିମାନ 13 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରନଓ୍ବେରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ସାତ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ତଳେ ଥିବା ଜଣେ ଲୋକ ଆହତ ହୋଇଛି ।