ETV Bharat / international

କେନିଆରେ ହେଲିକପ୍ଟର କ୍ରାସ, 17 ସୈନିକ ମୃତ

author img

By

Published : Jun 24, 2021, 10:15 PM IST

ହେଲିକପ୍ଟର କ୍ରାସ ଯୋଗୁଁ କେନିଆର 17 ସୈନିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କେନିଆରେ କ୍ରାସ, 17 ସୈନିକଙ୍କ ମୃତ
କେନିଆରେ କ୍ରାସ, 17 ସୈନିକଙ୍କ ମୃତ

ନେରୋବୀ: କେନିଆରେ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟର କ୍ରାସ ଯୋଗୁଁ 17 ସୈନିକଙ୍କ ମୃତ୍ୟୁ ହୋଇଛି । ମୃତ ସୈନିକମାନେ ପ୍ରଶିକ୍ଷଣ ଅଭ୍ୟାସରେ ଯୋଗ ଦେବାକୁ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ସେପଟେ ଦୁର୍ଘଟଣା ପରେ 6 ଜଣଙ୍କୁ ଗୁରୁତର ଅବସ୍ଥାରେ ବାହାରକୁ ଅଣାଯାଇଛି । ହେଲିକପ୍ଟରରେ 23 ଜଣ ସୈନିକ ଯାତ୍ରା କରୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.