ETV Bharat / headlines

ସମଝୌତା ଏକ୍ସପ୍ରେସ ବିସ୍ଫୋରଣ: 43 ପାକିସ୍ତାନୀଙ୍କ ଯାଇଥିଲା ଜୀବନ, ଆଜି ଶୁଣାଣି - NIA special court

ସମଝୌତା ଏକ୍ସପ୍ରେସ ମାମଲାର ଆଜି ଶୁଣାଣି କରିବେ ସ୍ୱତନ୍ତ୍ର ଏନଆଇଏ କୋର୍ଟ । ଗତ ବୁଧବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ଗତ 2011ରେ ଦାଖଲ ହୋଇଥିଲା ଚାର୍ଜସିଟ । 12 ବର୍ଷ ପୂର୍ବେ ଘଟିଥିବା ଏହି ଛାତିଥରା କାହାଣୀ ପୁଣିଥରେ ଖୋଲିବାକୁ ଯାଉଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 11, 2019, 6:51 PM IST

Updated : Mar 11, 2019, 6:56 PM IST

ଚଣ୍ଡିଗଡ: ସମଝୌତା ଏକ୍ସପ୍ରେସ ମାମଲାର ଆଜି ଶୁଣାଣି କରିବେ ସ୍ୱତନ୍ତ୍ର ଏନଆଇଏ କୋର୍ଟ । ଗତ ବୁଧବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ଗତ 2011ରେ ଦାଖଲ ହୋଇଥିଲା ଚାର୍ଜସିଟ । 12 ବର୍ଷ ପୂର୍ବେ ଘଟିଥିବା ଏହି ଛାତିଥରା କାହାଣୀ ପୁଣିଥରେ ଖୋଲିବାକୁ ଯାଉଛି ।

ଦିଲ୍ଲୀରୁ ଲାହୋର ଯାଉଥିବା ସମଝୌତା ଏକ୍ସପ୍ରେସରେ ହୋଇଥିଲା ଆଇଡି ବ୍ଲାଷ୍ଟ । ଅଘଟଣରେ 43 ଜଣ ପାକିସ୍ତାନୀ, 10 ଭାରତୀୟ ଓ 15 ଜଣ ଅନ୍ୟାନ୍ୟ ପ୍ରାଣ ହରାଇଥିଲେ । 68 ମୃତକଙ୍କ ମଧ୍ୟରେ 64ଜଣ ସାଧାରଣ ନାଗରିକ ଥିବାବେଳେ 4 ରେଳ ଅଧିକାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ହରିୟାଣା ପୋଲିସ କରିଥିଲା । କିନ୍ତୁ ଗତ 2010ରେ ଉକ୍ତ ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।

ଏହି ନରସଂହାର ପାଇଁ 4ଟି ଆଇଡି ବ୍ୟବହାର ହୋଇଥିବା ବେଳେ ଘଟଣାସ୍ଥଳରୁ ଜବତ ହୋଇଥିଲା 2ଟି ଅଫୁଟା ଆଇଡି । ମାମଲାରେ ଆଠ ଜଣ ଅଭିଯୁକ୍ତ ଥିବାବେଳେ ଚାରିଜଣ ଶୁଣାଣିରେ ହାଜର ହୋଇଥିଲେ ।

Intro:Body:

ସମଝୌତା ଏକ୍ସପ୍ରେସ ବିସ୍ଫୋରଣ: 43 ପାକିସ୍ତାନୀଙ୍କ ଯାଇଥିଲା ଜୀବନ, ଆଜି ଶୁଣାଣି

ଚଣ୍ଡିଗଡ: ସମଝୌତା ଏକ୍ସପ୍ରେସ ମାମଲାର ଆଜି ଶୁଣାଣି କରିବେ ସ୍ୱତନ୍ତ୍ର ଏନଆଇଏ କୋର୍ଟ । ଗତ ବୁଧବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ଗତ 2011ରେ ଦାଖଲ ହୋଇଥିଲା ଚାର୍ଜସିଟ । 12 ବର୍ଷ ପୂର୍ବେ ଘଟିଥିବା ଏହି ଛାତିଥରା କାହାଣୀ ପୁଣିଥରେ ଖୋଲିବାକୁ ଯାଉଛି ।

ଦିଲ୍ଲୀରୁ ଲାହୋର ଯାଉଥିବା ସମଝୌତା ଏକ୍ସପ୍ରେସରେ ହୋଇଥିଲା ଆଇଡି ବ୍ଲାଷ୍ଟ । ଅଘଟଣରେ 43 ଜଣ ପାକିସ୍ତାନୀ, 10 ଭାରତୀୟ ଓ 15 ଜଣ ଅନ୍ୟାନ୍ୟ ପ୍ରାଣ ହରାଇଥିଲେ । 68 ମୃତକଙ୍କ ମଧ୍ୟରେ 64ଜଣ ସାଧାରଣ ନାଗରିକ ଥିବାବେଳେ 4 ରେଳ ଅଧିକାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ହରିୟାଣା ପୋଲିସ କରିଥିଲା । କିନ୍ତୁ ଗତ 2010ରେ ଉକ୍ତ ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । 

ଏହି ନରସଂହାର ପାଇଁ 4ଟି ଆଇଡି ବ୍ୟବହାର ହୋଇଥିବା ବେଳେ ଘଟଣାସ୍ଥଳରୁ ଜବତ ହୋଇଥିଲା 2ଟି ଅଫୁଟା ଆଇଡି । ମାମଲାରେ ଆଠ ଜଣ ଅଭିଯୁକ୍ତ ଥିବାବେଳେ ଚାରିଜଣ ଶୁଣାଣିରେ ହାଜର ହୋଇଥିଲେ ।    

Conclusion:
Last Updated : Mar 11, 2019, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.