ହାଇଦ୍ରାବାଦ: ବଲିଉଡର ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମ୍ (Shiv Kumar Subramaniam death)ଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଅଭିନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ଶିବ କୁମାରଙ୍କ ମୃତ୍ୟୁର କାରଣ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।
- — Hansal Mehta (@mehtahansal) April 11, 2022 " class="align-text-top noRightClick twitterSection" data="
— Hansal Mehta (@mehtahansal) April 11, 2022
">— Hansal Mehta (@mehtahansal) April 11, 2022
ଏହି ଖବର ଉପରେ ଦୁଃଖ ପ୍ରକାଶ କରି ବିନା ସରବର ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି 'ଅତ୍ୟନ୍ତ ଦୁଃଖଦ ଖବର । ପୁଅ ଜହାନଙ୍କ ମୃତ୍ୟୁର ଦୁଇ ମାସ ପରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପୁଅ ଜହାନଙ୍କର ବ୍ରେନ ଟ୍ୟୁମର ହୋଇଥିଲା । 16 ତମ ଜନ୍ମଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା ।' ସୂଚନାନୁସାରେ, ସୁବ୍ରମଣ୍ୟମ୍ଙ୍କ ଅନ୍ତିମ ସଂସ୍କାର ଆଜି ସକାଳ 11 ଟା ସମୟରେ ମୋକ୍ଷଧାମ୍ ହିନ୍ଦୁ ଶ୍ମଶାନ ଭୂମିରେ କରାଯିବ।
-
Extremely shocked and pained to know about the tragic demise of our dear friend, a great actor and a brilliant human being Shiv Subramaniam.
— Ashoke Pandit (@ashokepandit) April 11, 2022 " class="align-text-top noRightClick twitterSection" data="
My heartfelt condolences to his wife Divya. May God give you enough energy to face this tragedy .
ॐ शान्ति !
🙏 pic.twitter.com/LvTM0mZhFi
">Extremely shocked and pained to know about the tragic demise of our dear friend, a great actor and a brilliant human being Shiv Subramaniam.
— Ashoke Pandit (@ashokepandit) April 11, 2022
My heartfelt condolences to his wife Divya. May God give you enough energy to face this tragedy .
ॐ शान्ति !
🙏 pic.twitter.com/LvTM0mZhFiExtremely shocked and pained to know about the tragic demise of our dear friend, a great actor and a brilliant human being Shiv Subramaniam.
— Ashoke Pandit (@ashokepandit) April 11, 2022
My heartfelt condolences to his wife Divya. May God give you enough energy to face this tragedy .
ॐ शान्ति !
🙏 pic.twitter.com/LvTM0mZhFi
ଶିବ କୁମାର ସୁବ୍ରମଣ୍ୟମଙ୍କୁ ଗତ ବର୍ଷ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ମୀନାକ୍ଷୀ ସୁନ୍ଦରେଶ୍ୱର'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସାନ୍ୟା ମଲହୋତ୍ରା ମୁଖ୍ୟ ଭୂମିକାରେ ଥିଲେ । ଏହା ବ୍ୟତୀତ ଅଭିନେତା ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ସେ କିଛି ଚଳଚ୍ଚିତ୍ର ପାଇଁ ସ୍କ୍ରିନ୍ ପ୍ଲେ ମଧ୍ୟ ଲେଖିଛନ୍ତି । ଅଭିନେତା ବିଦୁ ବିନୋଦ ଚୋପ୍ରାଙ୍କ ଫିଲ୍ମ 'ପରିନ୍ଦା' ଏବଂ ସୁଧୀର ମିଶ୍ରଙ୍କ ଫିଲ୍ମ 'ହଜାରୋ ଖ୍ବାହିସେ ଏସି'ର ସ୍କ୍ରିନ୍ ପ୍ଲେ ଲେଖିଥିଲେ ।
-
Gutted to hear this news. Incredibly tragic, esp as it happened just two months after the passing of his and Divya’s only child - Jahaan, taken by a brain tumour 2 weeks before his 16th birthday.
— beena sarwar (@beenasarwar) April 10, 2022 " class="align-text-top noRightClick twitterSection" data="
RIP #ShivkumarSubramaniam https://t.co/GkW6ATUhhN
">Gutted to hear this news. Incredibly tragic, esp as it happened just two months after the passing of his and Divya’s only child - Jahaan, taken by a brain tumour 2 weeks before his 16th birthday.
— beena sarwar (@beenasarwar) April 10, 2022
RIP #ShivkumarSubramaniam https://t.co/GkW6ATUhhNGutted to hear this news. Incredibly tragic, esp as it happened just two months after the passing of his and Divya’s only child - Jahaan, taken by a brain tumour 2 weeks before his 16th birthday.
— beena sarwar (@beenasarwar) April 10, 2022
RIP #ShivkumarSubramaniam https://t.co/GkW6ATUhhN
ତାଙ୍କର ଚିତ୍ତାକର୍ଷକ କ୍ୟାରିଅର୍ ସମୟରେ ତାଙ୍କୁ ପରିନ୍ଦା ପାଇଁ ସର୍ବଶ୍ରେଷ୍ଠ ପଟକଥା ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ହଜାରୋ ଖ୍ବାହିସେ ଏସି ପାଇଁ ସର୍ବଶ୍ରେଷ୍ଠ କାହାଣୀ ପ୍ରଦାନ କରାଯାଇଥିଲା । ଏମାନଙ୍କ ବ୍ୟତୀତ ଶିବ କୁମାରଙ୍କୁ 'ଟୁ ଷ୍ଟେଟ୍ସ', 'ତିନ ପତ୍ତୀ', 'ପ୍ରହାର' ଏବଂ ରାନୀ ମୁଖାର୍ଜୀ ଅଭିନୀତ 'ହିଚ୍କି'ରେ ମଧ୍ୟ ଦେଖିବାକୁ ମିଳିଥିଲା । ଶିବ କୁମାର ସୁବ୍ରମଣ୍ୟମ୍ ଟିଭି ଶୋ 'ମୁକ୍ତି ବନ୍ଧନ୍'ରେ ମଧ୍ୟ କାମ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ