ETV Bharat / entertainment

ସୋସିଆଲ ମିଡିଆରେ ଯବାନ ପୋଷ୍ଟର ସେୟାର କଲେ ଶାହାରୁଖ - ଶାହାରୁଖ ଖାନଙ୍କ ନୂଆ ଫିଲ୍ମ

ସୋସିଆଲ ମିଡିଆରେ ଆଗାମୀ ଚଳଚ୍ଚିତ୍ର 'ଯବାନ' ପୋଷ୍ଟର ସେୟାର କଲେ ଶାହାରୁଖ ଖାନ । ଅଧିକ ପଢନ୍ତୁ

ସୋସିଆଲ ମିଡିଆରେ ଯବାନ ପୋଷ୍ଟର ସେୟାର କଲେ ଶାହାରୁଖ

author img

By

Published : Jun 5, 2022, 10:32 PM IST

ମୁମ୍ବାଇ: ଆଗାମୀ ଫିଲ୍ମ 'ଯବାନ' ପୋଷ୍ଟର ସେୟାର କଲେ ଶାହାରୁଖ ଖାନ । ପୋଷ୍ଟରରେ ଶାହାରୁଖଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ପୋଷ୍ଟରେ ଶାହାରୁଖ ଘାୟଲ ଏବଂ ମୁଣ୍ଡରେ ପଟି ଗୋଡା ଯାଇଛି ।

ତେବେ ପୂର୍ବରୁ ଶାହାରୁଖଙ୍କ ଯବାନ ଟିଜରକୁ ଦର୍ଶକେ ବେଶ୍ ପସନ୍ଦ କରି ଥିବାବେଳେ ନ୍ୟୁ ଲୁକ୍‌କୁ ମଧ୍ୟ ଭଲ ରେସ୍ପନ୍ସ ମିଳିଛି । ଏହି ପୋଷ୍ଟର ସେୟାର କରି ଶାହାରୁଖ ଖାନ କ୍ୟାପସନରେ ଲେଖିଛନ୍ତି, ଯାଞ୍ଚ କରାଯାଇଛି, “ଏହା ହେଉଛି @redchilliesent ର ଏକ ସ୍ପେଶାଲ ପ୍ରୋଜେକ୍ଟ, ଯାହା ବିଭିନ୍ନ ପାରିପାର୍ଶ୍ବିକ କାରଣରୁ ବନ୍ଦ ହୋଇ ଯାଇଥିଲା । ବର୍ତ୍ତମାନ କିନ୍ତୁ କେତେକ ବ୍ୟକ୍ତି କଠିନ ପରିଶ୍ରମ କରି ପରଦାକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ସହ ପ୍ରଯୋଜକ ଗୌରବ ବର୍ମା ଏବଂ ଅତଲିଙ୍କୁ ଧନ୍ୟବାଦ ଜଣାଇବି ।”

ତେବେ ଶାହାରୁଖ ଏହି ପୋଷ୍ଟରକୁ ହିନ୍ଦୀ, ମାଲାୟାଲମ୍, ତାମିଲ, ତେଲୁଗୁ ଏବଂ କନ୍ନଡ ଏବଂ ଇଂରାଜୀରେ ସେୟାର କରିଛନ୍ତି । ଚଳଚ୍ଚିତ୍ରଟି ହିନ୍ଦୀ, ମାଲୟାଲମ୍, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ଜୁନ୍ 2, 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.