ETV Bharat / entertainment

Dunki Movie: ସେଟ୍‌ରୁ ଫଟୋ ଲିକ୍, ଶାହାରୁଖଙ୍କ ଡାପର୍ ଲୁକ୍‌ରେ ଫିଦା ଫ୍ୟାନ୍ସ

ଡଙ୍କି ଫିଲ୍ମର ସେଟରୁ ଭାଇରାଲ୍ ହୋଇଥିବା ଫଟୋ ହେଉଛି ଏକ ଗ୍ରୁପ୍ ଫଟୋ, ଯେଉଁଥିରେ ଫିଲ୍ମର ମୁଖ୍ୟ ଅଭିନେତା ଶାହରୁଖ ଖାନ୍ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ନଜର ଆସିଛନ୍ତି । ଅଧିକ ପଢନ୍ତୁ

author img

By

Published : May 12, 2022, 3:23 PM IST

ଫିଲ୍ମ ଡଙ୍କି ସେଟ୍‌ରୁ ଫଟୋ ଲିକ୍‌, କିଙ୍ଗ ଖାନଙ୍କ କୁଲ ଲୁକ୍‌ରେ ଫ୍ୟାନ୍ସ ଫିଦା

ହାଇଦ୍ରାବାଦ: ବଲିଉଡର ବାଦଶାହା ଶାହାରୁଖ ଖାନ ତାଙ୍କର ଦୁଇଟି ଚଳଚ୍ଚିତ୍ର 'ଡଙ୍କି' ଏବଂ 'ପଠାନ' ପାଇଁ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ପୁଣି ପିଲ୍ମକୁ ଫେରୁଛନ୍ତି ଶାହାରୁଖ ଖାନ। 2018 ରେ ଜିରୋ ଫିଲ୍ମ ପରେ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନଥିଲା । ଏବେ ଶାହାରୁଖ ଖାନ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ହୋଇଛନ୍ତି । ନିକଟରେ ଶାହାରୁଖ ଖାନଙ୍କୁ ନେଇ ଫିଲ୍ମ ଡଙ୍କି ଘୋଷଣା କରାଯାଇଥିଲା। ରାଜକୁମାର ହିରାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଏବେ ଫିଲ୍ମର ସେଟ୍ ରୁ ଏକ ଫଟୋ ଲିକ୍ ହୋଇଛି ।

ଲିକ୍ ହୋଇଥିବା ଫଟୋରେ କ’ଣ ଅଛି ?

ଡଙ୍କି ଫିଲ୍ମର ସେଟ୍‌ରୁ ଭାଇରାଲ୍ ହୋଇଥିବା ଫଟୋ ହେଉଛି ଏକ ଗ୍ରୁପ୍ ଫଟୋ, ଯେଉଁଥିରେ ଫିଲ୍ମର ମୁଖ୍ୟ ଅଭିନେତା ଶାହରୁଖ ଖାନ୍ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ନଜର ଆସିଛନ୍ତି । ଏହି ଗ୍ରୁପ୍ ଫଟୋରେ ଶାହାରୁଖ ଖାନ୍ କୁଲ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଫଟୋରେ ସେ ଚଷମା ପିନ୍ଧିଛନ୍ତି । ଏହି ସମୟରେ, ରାଜକୁମାର ହିରାନୀ ଡାହାଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖାଯାଉଛି ।

ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି । ଏଥିରେ ଶାହାରୁଖ ଖାନଙ୍କ ଡାପର୍ ଲୁକ୍ ପ୍ରଶଂସକଙ୍କୁ ଖୁସି କରିଦେଇଛି । ଫିଲ୍ମର ଡଙ୍କି ବିଷୟରେ କହିବାକୁ ଗଲେ ଏହା ଏକ ହାସ୍ୟ ଅଭିନୟ ଡ୍ରାମା । ଯଦି ଗଣମାଧ୍ୟମକୁ ବିଶ୍ବାସ କରାଯାଏ, ବୋମନ୍ ଇରାନୀ, ତାପସୀ ପନ୍ନୁ, ସୁନୀଲ ଗ୍ରୋଭର, ଭିକି କୌଶଲ ଏବଂ ଧର୍ମେନ୍ଦ୍ର ଏହି ଫିଲ୍ମରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.